March 10, 2026

ପୁରୀରେ କଇଁଛ ଧରି ଧରାହେଲେ ପାରାଦ୍ୱୀପ ମତ୍ସ୍ୟଜୀବି l

IMG-20251128-WA0064
Share

 

ପୁରୀର ନିଷେଧାଅଞ୍ଚଳ ରୁ ପଶିଆସିଲେ ୨ ବେଆଇନ ଟ୍ରାଳର ଗିରଫ ହେଲେ ୯ ଜଣ ୨ ମଲା କଇଁଛ ଜବତ l କୋଣାର୍କ ବନାଅଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଓ ବ୍ରହ୍ମଗିରି ବନାଅଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ସାହୁ ପ୍ରମୁଖଙ୍କ ନେତୃତ୍ୱ ରେ ମତ୍ସ୍ୟଯିବି ଓ ମେରାଇନ ପୋଲିସ ମିଳିତ ଭାବେ ବେଆଇନ ଭାବେ ସମୁଦ୍ର କୁଳ ରୁ ଅତି ନିକଟରେ ମାଛ ଧରୁଥିବା ପାରାଦ୍ୱୀପ ଅଞ୍ଚଳ ର ୨ଟି ଟଲର କୁ ଜବତ କରିଛି l ଏଇ ଘଟଣାର ତଦନ୍ତ ପ୍ରତିକ୍ରିୟା ରଖିଛନ୍ତି ଅଶୋକ ବେହେରା ଏବଂ ଦୁଇ ମଲା କଇଁଛ ସହିତ ନଅ ଜଣ ମତ୍ସ୍ୟଜୀବି ଙ୍କୁ ଗିରଫ କରିଛନ୍ତି କୋଣାର୍କ ବନାଞ୍ଚଳ ଅଧିକାରୀ ଏବଂ ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l