July 6, 2024

ଉମରକୋଟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ନୂତନ ଓଡ଼ିଶା ଏବଂ ନବୀନ ଓଡ଼ିଶା କାର୍ଯ୍ୟ କ୍ରମ ଦ୍ଵାରା ଖେଳ କୁଦ ର ଉଦଘାଟନ।

Share

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନାଶୁ ଆଚାରୀ ଙ୍କ ରିପୋର୍ଟ

ଆଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଉମରକୋଟ ର (IYDP) କାର୍ଯ୍ୟ କ୍ରମ ମାଧ୍ୟମ ରେ ଶୁଭ ଉଦଘାଟନ ସଦାଶିବ ସୁକୁମାର ସରକାରି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟ କ୍ରମ ରେ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଅନ୍ନପୂର୍ଣ୍ଣା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ଅଭି ଭାଷଣ ପ୍ରଦାନ କରିଥିଲେ। ଶିଳ୍ପ ତାଲିମ ଅନୁଷ୍ଠାନ ର ପ୍ରିନସିପଲ୍ ଶ୍ରୀମତି ଦୀପିକା ସରକାର ଉପସ୍ଥିତ ରହି କାର୍ଯ୍ୟ କ୍ରମ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନ ତରଫରୁ ଟ୍ରେନିଂ ଅଫସର ପି.କେ. ବାର୍ମନ୍ ଓ ସୁଶାନ୍ତ କୁମାର ଡାକୁଆ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ବରିଷ୍ଠ ପ୍ରଶିକ୍ଷକ ସୌରଭ ମିଶ୍ର ସ୍ବାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ …

You may have missed