July 6, 2024

ସକାଳର ଖବର, ୨୯-ନଭେମ୍ବର-୨୦୨୩, ବୁଧବାର

Share

*╭──────────────────╮*
*🌄ସକାଳର ଖବର, ୨୯-ନଭେମ୍ବର-୨୦୨୩, ବୁଧବାର*

•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ୨୦୨୩-୨୦୨୪ ଆର୍ଥିକ ବର୍ଷ ଶେଷସୁଦ୍ଧା ବ୍ୟାଙ୍କିଙ୍ଗ୍‌ ସୁବିଧା ନଥିବା ସବୁ ପଞ୍ଚାୟତରେ ଖୋଲାଯିବ ବ୍ୟାଙ୍କ ।

➡️୨-ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଲକ୍ୟାରା ସୁଡ଼ଙ୍ଗରେ ୧୭ ଦିନ ହେବ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ହେଲା ଉଦ୍ଧାର l

➡️୩-ଦୀର୍ଘ ପ୍ରତିକ୍ଷା ପରେ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କାର୍ଯ୍ୟ ଆରମ୍ଭ l ପ୍ରଥମ ଦିନରେ ୩୭ଟି ପଏଣ୍ଟରେ ହେଲା ଲେଜର ସ୍କାନିଂ l

➡️୪-ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଲେଟସ୍‌ ରିସର୍ଚ୍ଚ ଦ୍ୱାରା ହାଇଦ୍ରାବାଦଠାରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଓଡ଼ିଶା ମିଲେଟସ୍‌ ମିଶନକୁ ମିଳିଲା ‘ମିଲେଟସ୍‌ର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ୍‌’ ପୁରସ୍କାର l

➡️୫-ଆସନ୍ତାକାଲି ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୬-୫-ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି ଶ୍ରୀ ଧୀରେନ୍ଦ୍ର ଦାସ l ନୂତନ ଦାୟିତ୍ବ ପାଇଁ ଜଣାଇଲେ ଶୁଭେଚ୍ଛା l

➡️୭-ଉତ୍ତରାଖଣ୍ଡର ସୁଡ଼ଙ୍ଗରୁ ୪୧ ଜଣ ଶ୍ରମିକ ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଉଦ୍ଧାରକାରୀ ଦଳଙ୍କୁ ଜଣାଇଲେ ଶୁଭେଚ୍ଛା l

➡️୮-ପଶ୍ଚିମବଙ୍ଗ ବିଧାନସାଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବାଚସ୍ପତିଙ୍କୁ ଅପମାନ କରିବା ପଡିଲା ମହଙ୍ଗା, ପୁରା ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ହେଲେ ସସପେଣ୍ଡ l

➡️୯-ବନ୍ଦେ ଭାରତ ଟ୍ରେନକୁ ପଥର ମାରି ଜେଲ୍ ଗଲେ ଦୁଇ ଯୁବକ l ଉଭୟେ ହେଲେ କେନ୍ଦୁଝର ଜିଲ୍ଲାରୁ ଜଣେ ହୋଇଥିବା ବେଳେ ଆଉଜଣେ ଢେଙ୍କାନାଳ ଜିଲ୍ଲାରୁ l ଢେଲା ମାରିଲେ କଣ ହେବ ବୋଲି ପରୀକ୍ଷା କରୁଥିଲେ l

➡️୧୦-ଡିପ୍‌ ଫେକ୍‌ ଭିଡିଓର ଶିକାର ହେଲେ ଆଲିଆ ଭଟ୍ଟ, ଅଶ୍ଳୀଳ ଢଙ୍ଗରେ ବସିଥିବାର ଆସିଲେ ନଜର l

➡️୧୧-ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ୭୦ ଲକ୍ଷ ମୋବାଇଲ ଫୋନ ନମ୍ବରକୁ କଲେ ବନ୍ଦ l ଏ ନେଇ ଆର୍ଥିକ ସେବା ବ୍ୟାପାର ବିଭାଗ ସଚିବ ବିବେକ ଜୋଶୀ ଦେଲେ ସୂଚନା l

➡️୧୨-ନାସାର ସୌର ଝଡ଼ ସତର୍କତା, ଆସନ୍ତାକାଲି ଏକ ସୌର ଝଡ଼ ପୃଥିବୀକୁ ଧକ୍କା ଦେଇପାରେ, ଯାହା ଫଳରେ ରେଡିଓ ଏବଂ ଜିପିଏସ୍ ସିଗ୍‌ନାଲ ସାମାନ୍ୟ ବ୍ଲାକ୍ ଆଉଟ୍ ହୋଇପାରେ।

➡️୧୩-ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ହେଲା ଶେଷ, ଆସନ୍ତାକାଲି ରାଜ୍ୟର ୧୧୯ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

➡️୧୪-ଏଣିକି ୧ ଡିସେମ୍ବରରୁ ସିମ୍‌ କାର୍ଡ ବିକ୍ରି ଓ କିଣା ନେଇ ବଦଳିଯିବ ନିୟମ, ଲାଗିବ ଜରିମନା l ଏଣିକି ନୂଆ ସିମ୍‌ ବିକ୍ରି କରିବା ପାଇଁ ଡିଲରଙ୍କୁ ରେଜିଷ୍ଟ୍ରେଡ୍ ହେବାକୁ ପଡିବ।

➡️୧୫-ଦିଲ୍ଲୀରେ ହଟିଲା GRAP-୩, ଏଣିକି ସ୍ୱାଭାବିକ ହେବ ଯାନବାହାନ ଚଳାଚଳ, ଚାଲିବ ନିର୍ମାଣ କାର୍ଯ୍ୟ l

➡️୧୬-ବିଦେଶୀ ଶ୍ରମିକଙ୍କ ପାଇଁ ଭିସା ନିୟମ କଠୋର କଲା ସାଉଦୀ, ଏଣିକି ଭାରତ ଉପରେ ପଡ଼ିବ ଏହାର ପ୍ରଭାବ l

➡️୧୭-ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଏକ ପ୍ଲାଟିନମ୍ ଖଣିରେ ହଠାତ୍ ୬୫୦ ଫୁଟ ତଳକୁ ଖସିପଡିଲା ଲିଫ୍ଟ, ୧୧ ଶ୍ରମିକଙ୍କ ମୃତ୍ୟୁ, ୭୫ ଜଣ ହେଲେ ଆହତ l

➡️୧୮-ତୃତୀୟ T-20 ମ୍ୟାଚ : ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଦମଦାର ଶତକ ବଳରେ ଭାରତ ବିପକ୍ଷ ତୃତୀୟ ଟି୨୦ ମ୍ୟାଚକୁ ୫ ଉଇକେଟରେ ଜିତିଲା ଅଷ୍ଟ୍ରେଲିଆ।

➡️୧୯-ଚିଲିର ସାଣ୍ଟିଆଗୋରେ ଆଜିଠାରୁ ଆରମ୍ଭ ହେବ ଏଫ୍‌ଆଇଏଚ୍‌ କନିଷ୍ଠ ମହିଳା ବିଶ୍ବକପ୍‌ l ଉଦ୍‌ଘାଟନୀ ଦିବସରେ ଭାରତ କାନାଡ଼ାକୁ ଭେଟିବ।

➡️୨୦-ଜାନିକ ସିନରଙ୍କ ଅଧିନାୟକତ୍ୱରେ ଇଟାଲୀ ୪୭ ବର୍ଷ ପରେ ପ୍ରଥମ ଥର ଡେଭିସ କପ୍‌ ଟାଇଟଲ କଲା ହାସଲ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ବୈଦ୍ୟୁତିକ ଅଭିବାଦନ ଦିବସ ll*
*🔅ଆଜି ଜାତୀୟ ପ୍ୟାକେଜ୍ ସୁରକ୍ଷା ଦିବସ ll*
*🔅ଆଜି ବର୍ଗ ନୃତ୍ୟ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଜାଗୁଆର ଦିବସ ll*
*🔅ଆଜି ପାଲେଷ୍ଟାଇନ ଲୋକଙ୍କ ସହ*
*ଆନ୍ତର୍ଜାତୀୟ ଏକତା ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*

*╰──────────────────╯*

You may have missed