March 7, 2026

କୁଲୁଣ୍ଡl ହାଇସ୍କୁଲ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

IMG-20250729-WA0019
Share

 

 

ଆଜି ମଂଗଲବାର ଅପରାହ୍ନ ୩ଟା ସମୟରେ ଅତାବିରା ବ୍ଲକ ଅଧିନ କୁଲୁଣ୍ଡା ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି, ପ୍ରଧାନ ଶିକ୍ଷକ ଯାଦବ ପ୍ରଧାନଙ୍କ ନେତୃତ୍ବରେ ଶିକ୍ଷକ ସଚ୍ଚିଦାନନ୍ଦ ପୂଜାରୀ ପିଲା ମାନଙ୍କୁ ବୃକ୍ଷରୋପଣ ର ଉପକାରିତା ସମ୍ପର୍କରେ ଅବଗତ କରାଇବା ସହ ପରିବେଶ ସଚେତନତା ପାଇଁ ଉପଦେଶ ଦେଇଥିଲେ ପରିଶେଷରେ ଉକେ କ୍ଲବ ଇନଚାର୍ଜ ପୁରନ୍ଦ୍ରର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯକ୍ରମ ରେ ବିଦ୍ୟାଳୟ ର ଅଶୋକ ଭୋଇ, ସୁବାଷ ରଣା, ସୁଶିଲ ଦାସ, ଅନିଲ ସାହୁ,ରବି ପଧlନ , ଚନ୍ଦ୍ରମଣି ସିଂ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ | ଛାତ୍ର ଛାତ୍ରୀ ମାନେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ |