March 7, 2026

Day: June 29, 2025

ମଲିପସି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

    ହାଟଡିହି - ୨୯/୦୬(ମନମୋହନ ନାୟକ) : ହାଟଡିହି ବ୍ଲକ ମଲିପସି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ନାୟକଙ୍କୁ କ୍ଲଷ୍ଟର ପକ୍ଷରୁ ବିଦାୟ କାଳୀନ...

ଗଜପତି:- ୮ ତମ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ର ଛାତ୍ରୀ ମାନଙ୍କର ସଫଳତା। 

, ଚଳିତ ମାସର ତା ୨୫/୬/୨୦୨୫ ଠାରୁ ୨୭/୬/୨୦୨୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହାଇଦ୍ରାବାଦ ସ୍ଥିତ ଜିଏମସି: ବାଲାୟୋଗୀ ଇନଡୋର ଷ୍ଟାଡିୟମ ଠାରେ ଜାତୀୟ...

ରାଜ୍ ଯୁବ ପ୍ରତିଷ୍ଠାନ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ..

  ରାଜସୁନାଖଳା,୨୯/୦୬(ଉପାନ୍ତ ଖବର ): ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାଣକେନ୍ଦ୍ର ରାଜସୁନାଖଳା ଗ୍ରା:ପର କୋଟଗଡ଼ ସ୍ଥିତ 'ଅନନ୍ତ ଗୁମ୍ଫା ହନୁମାନଆସ୍ଥାନ ସିଦ୍ଧେଶ୍ଵରୀ ପୀଠ" ଠାରେ ରାଜ୍...

ସାଇକେଲ ସହ ସାଇଜ୍ ଶାଳ କାଠ ଜବତ 

  ବୁଗୁଡା : ତା ୨୯/୦୬/୨୫ : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ କତକଲା ଓ ଭାମଶ୍ଯାଳି କେନାଲ ରାସ୍ତାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ସାଇଜ୍...

ରାଜଯୋଗିନୀ ଡକ୍ଟର କମଲେଶ ଦିଦି ଜୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ କରୁଣା ଏବଂ ସେବାକୁ ପ୍ରତିଫଳିତ କରେ

ରାଜଯୋଗିନୀ ଡକ୍ଟର କମଲେଶ ଦିଦି ଜୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ କରୁଣା ଏବଂ ସେବାକୁ ପ୍ରତିଫଳିତ କରେ। "ଧ୍ୟାନ ହେଉଛି ଈଶ୍ୱର-ସାକ୍ଷାତ ପାଇଁ। ଈଶ୍ୱରଙ୍କୁ ଖୋଜିବା ପାଇଁ ଏକ...

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ, କାଦୁଅ ରାସ୍ତାରେ ଓଲଟି ପଡିଲା ସ୍କୁଲ ବୋଲେରୋ , ଅଳ୍ପକେ ବର୍ତିଲେ ୧୨ ଜଣ ଛାତ୍ରଛାତ୍ରୀ……..

    ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) କାଦୁଅ ପଚପଚ ରାସ୍ତାଦେଇ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଧରି ସ୍କୁଲ ଅଭିମୁଖେ ଯାଉଥିବା ବୋଲେରୋଟି ଭାରସାମ୍ୟ ହରେଇ ରାସ୍ତା କଢ଼ରେ ଥିବା...

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଜଙ୍ଗଲ ଜମିରେ ମକା ଚାଷକୁ ନେଇ ବିବାଦ ଘଟଣା…

    * ଥାନା ସମ୍ମୁଖରେ ଗ୍ରାମବାସୀଙ୍କୁ ପିଟିଲେ ବନ କର୍ମଚାରୀ   * ଆହତ 7 ଜଣ ମେଡିକାଲରେ ଭର୍ତ୍ତି   ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ରାଇଘର...

ପିପୁଲ୍ସ କଲେଜ ଅଧ୍ଯାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ବୁଗୁଡା : ତା ୨୯/୦୬/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଧ୍ଯାପକ ଡ.ବିନୋଦ କୁମାର କରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ...

ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ ତାଲୁକ ଆଇନ ସେବା ପ୍ର।ଧିକରଣ ର ସଚେତନ ଶିବିର ଅନୁଷ୍ଠିତ…… ଉମରକୋଟ: – (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ତାଲୁକ ଆଇନ ସେବା କମିଟି ର ଏକ ସଚେତନ ଶିବିର ଆଜି ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଇଥିଲା। ଏହି ଶିବିର ଆୟୋଜନ ମୁଖ୍ୟ ଉଦ୍ଧେଶ୍ୟ ହେଲା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୋସ୍କ ଆଇନ ଉପରେ ସଚେତନ କରାଇବା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜାଜ ମିସ ସୁନୀତା ପଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଥମ ଶ୍ରେଣୀ ବିଚାରପତି ମିସ ଇଫିସିତା ଭୋଇ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅନିଲ ମିଶ୍ର, ତାଲୁକ୍ ଲିଗାଲ ସେଲର ସଦସ୍ୟ କାଜାମ ମାଦାନି ଓ ସଭ୍ୟ ତଥା ଆଇନଜୀବି ଅଶୋକ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ଶିବିର ରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

    ଉମରକୋଟ: - (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ତାଲୁକ ଆଇନ ସେବା କମିଟି ର ଏକ ସଚେତନ ଶିବିର ଆଜି ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ...

Read MoreRead more about ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ ତାଲୁକ ଆଇନ ସେବା ପ୍ର।ଧିକରଣ ର ସଚେତନ ଶିବିର ଅନୁଷ୍ଠିତ…… ଉମରକୋଟ: – (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ତାଲୁକ ଆଇନ ସେବା କମିଟି ର ଏକ ସଚେତନ ଶିବିର ଆଜି ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଇଥିଲା। ଏହି ଶିବିର ଆୟୋଜନ ମୁଖ୍ୟ ଉଦ୍ଧେଶ୍ୟ ହେଲା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୋସ୍କ ଆଇନ ଉପରେ ସଚେତନ କରାଇବା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜାଜ ମିସ ସୁନୀତା ପଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଥମ ଶ୍ରେଣୀ ବିଚାରପତି ମିସ ଇଫିସିତା ଭୋଇ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅନିଲ ମିଶ୍ର, ତାଲୁକ୍ ଲିଗାଲ ସେଲର ସଦସ୍ୟ କାଜାମ ମାଦାନି ଓ ସଭ୍ୟ ତଥା ଆଇନଜୀବି ଅଶୋକ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ଶିବିର ରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ..

  ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ବେଳେ ଆଜି ଭୋର୍‌ରୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ...