July 3, 2024

କାଶୀନଗର ଫୋରେଷ୍ଟ ଛକ ରେ କ୍ରିକେଟ କ୍ରେଜ଼

Share

କାଶୀନଗର ଫୋରେଷ୍ଟ ଛକ ଠାରେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟ ରେ ହେଉଥିବା ଟି 20 ମ୍ୟାଚ ଦେଖିବା ପାଇଁ ବହୁ କ୍ରିକେଟ ପ୍ରେମୀ ଉତ୍ସହର ସହ ଏକତ୍ରିତ ହୋଇ ଟେରା ର ଆୟୋଜନ କରି ଫାଇନାଲ ମ୍ୟାଚ କୁ ଦେଖୁଥିଲେ. ସମସ୍ତ କ୍ରିକେଟ ପ୍ରେମୀ ଭାରତ ଜିତିବ ଵୋଲି କହି ଭାରତ କୁ ସମର୍ଥନ କରି ଭାରତ ଜିତିବ ନାରା ବାଜି ଦେଇଥିଲେ. ବର୍ତମାନ 15 ଓଭର ରେ 114 ରନ ମାରି 4 ୱଇକେଟ ହରେଇ ଛନ୍ତି.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର