June 29, 2024
Share

 

୧-ରାଜ୍ୟରେ ପୁଣି ଫେରିଲା ତାତି, ୪୫.୯ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର।

୨-ଆଦର୍ଶ ଆଚରଣବିଧି ଓ ଆଇନ୍ ଉଲଙ୍ଘନକାରି ୪୨୦ ପୋଷ୍ଟ ହଟିଲା ସୋସିଆଲ ମିଡ଼ିଆରୁ।

୩-ବିଜେପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ଜବାବ, ହାତ ବାଡ଼େଇ କହିଲେ ଅପପ୍ରଚାର କାମ ଦେବନି।

୪-ଜୁନ୍ ୧ରେ ଶେଷ ପର୍ଯ୍ୟାୟ ଲଢେଇ,ବୁଥ୍ ପରିଚାଳନା ଉପରେ ସବୁ ଦଳର ନଜର।

୫-ଆଜିଠାରୁ ବିଏଡ୍ ନାମଲେଖା ଆବେଦନ,୧୦ ଜୁନ୍ ଯାଏଁ ସୁଯୋଗ

୬-ରାୟଗଡ଼ା:ମା’ ଦିନ ମଜୁରିଆ, ଝିଅ ସୁଶ୍ରୀ ଝରଣା ସାହୁ ,+୨ ପରୀକ୍ଷାରେ ୪୯୯ ରଖି ଜିଲ୍ଲା ଟପ୍ପର।

୭-ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗୋଟିଏ ଦିନରେ ମିଳିଲା ୧ କିଲୋଗ୍ରାମ ସୁନା।

୮-ପୁରୀ: ଚଳଚଞ୍ଚଳ ରଥ ଖଳା, ମୋଟ୍ ୪୨ଟି ଚକ ମଧ୍ୟରୁ ୧୬ଟି ଚକ ନିର୍ମାଣ ଶେଷ।

୯-ପୂର୍ବତଟ ରେଳପଥର ଜିଏମ ଦାୟିତ୍ବ ନେଲେ ପରମେଶ୍ବର ଫୁଙ୍କଓ୍ବାଲ।

୧୦-ଭୁବନେଶ୍ୱର:ନାଲକୋର ୧୩,୧୪୯ କୋଟି ଟଙ୍କାର ବ୍ୟବସାୟ; ୨,୦୬୦ କୋଟିର ନିଟ୍ ଲାଭ।

୧୧-ଭୁବନେଶ୍ୱର: ଜାତୀୟ ରାଜପଥରେ ପୁଲିସ ବସ୍ ଦୁର୍ଘଟଣାଗ୍ରସ୍ତ,୯ ମହିଳା କନେଷ୍ଟବଳ ଆହତ।

୧୨-ବ୍ରହ୍ମପୁରରେ ଚାଞ୍ଚଲ୍ୟ, ଦୋକାନ ଭିତରେ ପଶି ଯୁବକଙ୍କୁ ହାଣି ହତ୍ୟା।

୧୩-ଭୁବନେଶ୍ୱର:ଭିକେ ପାଣ୍ଡିଆନଙ୍କ ଦୃଢୋକ୍ତି; ‘ସବୁ ପୋଛିନେବ ବିଜେଡି’।

୧୪-ଚାନ୍ଦବାଲି, ପାଣିକୋଇଲି ଓ ନିମାପଡ଼ାରେ ଶାହାଙ୍କ ଘୋଷଣା: ଓଡ଼ିଶାରେ ୭୫ ଆସନରୁ ଅଧିକ ଆସନ ଜିତିବୁ।

୧୫-ଚଣ୍ଡିଖୋଲ:ଶେଷ ଲଢେଇ ପାଇଁ ଜୋରଦାର ପ୍ରଚାର, ରୋଡ୍ ସୋ’ କରି ଭୋଟ୍ ମାଗିଲେ ବର୍ଷା ପ୍ରିୟଦର୍ଶିନୀ

୧୬-ନିର୍ବାଚନ କମିଶନଙ୍କ ୩ଟି ନିର୍ଦ୍ଦେଶ: ଆଇପିଏସ୍ ଆଶିଷ ସିଂଙ୍କ ସ୍ଵାସ୍ଥ୍ୟ ଯାଞ୍ଚ, ଡିଏସ କୁଟ୍ଟେ ସସପେଣ୍ଡ, ଜଗଦେବ ମାମଲାର ତ୍ଵରିତ ତଦନ୍ତ।

୧୭-ଫୁଲବାଣୀ,ଫିରିଙ୍ଗିଆ କାଳିଆସାହି :ଯାତ୍ରୀବାହି ବସ ଓଲଟି ୩ ମୃତ, ୨୦ ଆହତ।

୧୮-ନୂଆ ଦିଲ୍ଲୀ: ନିର୍ବାଚନ ଋତୁରେ ହେଲିକପ୍ଟର ପରିଚାଳକଙ୍କ ରୋଜଗାର ୪୦୦ କୋଟି।

୧୯-ଜାମିନ ଅବଧି ବୃଦ୍ଧି ସମ୍ପର୍କିତ କେଜ୍ରିୱାଲଙ୍କ ଆବେଦନ ତାଲିକାଭୁକ୍ତ କଲେ ନାହିଁ ସୁପ୍ରିମକୋର୍ଟ।

୨୦-ପୂର୍ବୋତ୍ତର ରାଜ୍ୟରେ ତାଣ୍ଡବ ରଚିଛି ବାତ୍ୟା ରେମଲ, ୨୪ ଜଣଙ୍କ ମୃତ୍ୟୁ।

୨୧-ନୁଆ ଦିଲ୍ଲୀ:ରୋସନେଫ୍ଟ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚୁକ୍ତି, ରୁବଲରେ କିଣିବ ରୁଷ ତେଲ।

୨୨-ନୂଆ ଦିଲ୍ଲୀ: ପର୍ବତାରୋହୀ ଓ ପର୍ଯ୍ୟଟକମାନଙ୍କ ପାଇଁ ଏଭରେଷ୍ଟରେ ଟ୍ରାଫିକ ଜାମ୍,ପ୍ରାଣ ହରାଇଲେଣି ୮ ଆରୋହୀ।