October 6, 2024
Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ମହାନ୍ତି ସାହି ର ବାସିନ୍ଦା ବି ଗାଙ୍ଗା ରାଜୁଙ୍କ ଶନିବାର ଛତିଶ ଗଡ଼ ଜଗଦଳପୁର ଏକ ଘରୋଇ ହିସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥା ରେ ବିୟୋଗ ହୋଇଯାଇଛି. ଖବର ପ୍ରସାର ହବା ପରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି. ସେ ଜଣେ ମିଷ୍ଠ ଭାଷୀ ଓ ମେଳାପୀର ବ୍ୟକ୍ତି ଥିଲେ ଏବଂ ନିଳ କଣ୍ଠେ ସ୍ୱର ମନ୍ଦିର ପାଇଁ ପୂଜା ସାମଗ୍ରୀ ପ୍ରଦାନ କରିଥିଲେ. ବଣିକ ସମାଜ ସ୍ମସାନ ନିର୍ମାଣ ସମେତ ଗରିବ ଲୋକଙ୍କର ବାହା ବ୍ରତ ଠାରୁ ଆରମ୍ଭ କରି ଯେ କୌଣସି ବ୍ୟକ୍ତି ଙ୍କ ଆର୍ଥିକ ସମସ୍ୟା ପାଇଁ ତାଙ୍କ ପାଖକୁ ପହଂଚି ଲେ ସେ ସାହାଯ୍ୟ ର ହାତ ବଢ଼ାଉ ଥିଲେ ବୋଲି ସହର ରେ ଚର୍ଚ୍ଚା ଆରମ୍ବ ହୋଇ ଯାଇଛି. ସେ ଜଣେ ବିନା ସ୍ୱାର୍ଥ ରେ ସମାଜ ସେବୀ କହିଲେ ଅତ୍ଯୁକ୍ତି ହେବ ନାହିଁ ବୋଲି ବୁଦ୍ଧି ଜୀବି ମତ ମହଲ ରେ ପ୍ରକାଶ ପାଇଛି Iଆମ ଅଞ୍ଚଳ ରେ ପ୍ରଥମ ନଳ କୂପ ଖନନ ଆରମ୍ଭ କରିଥିଲେ. ଝଳେଇ ଦୋକାନ ରୁ ବହୁ କଷ୍ଟ କରି ଅର୍ଥ ଉପାର୍ଜନ କରି ଆଜି ଅଞ୍ଚଳ ରେ ବହୁ ନାମ ଅର୍ଜନ କରିଥିବା ଜଣାଯାଇଛି Iଖବର ପ୍ରସାର ହବା ମାତ୍ରେ କୋଟପାଡ଼ ବ୍ଲକ ମିଡ଼ିଆ ଏସଓସିଏସଓନ ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ. ମୀରା କ୍ଲିନ ଫୁଏଲସ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି. ନଳ କୂପ ଖନନ ମାଲିକ ପୂର୍ଣ୍ଣ ଆଚାରୀ. ସମିର କୁମାର ତ୍ରିପାଠୀ. ତପନ ମଣ୍ଡଳ. ପ୍ରଦୀପ ବିଶୋଇ. ମହମ୍ମଦ ଇକ୍ଯୁବାଲ ବିଜେଡ଼ି ଯୁବ ନେତା ଶିବ ପଟ୍ଟନାୟକ. ଗଣେଶ ରାଓ I ଚନ୍ଦ୍ର ଶେଖର ତାମ୍ମା,ଚିନୁ ସିଙ୍ଗି. ସୁଧୀର ମିଶ୍ର. କାଳୀ କୃଷ୍ଣ ହୋତା,ସତ୍ୟ ସାଇ ସେବା ସମିତି ପକ୍ଷ ରୁ ପି ବୁଲୁ ଶ୍ରୀମତୀ ଗୀତା ପଟ୍ଟନାୟକ. ଭାଙ୍କେଟ ରାଓ. ଅନୁ ରାଧା ପଟ୍ଟନାୟକ ଙ୍କ ସମେତ ବଣିକ ସମାଜ ଏବଂ ବନ୍ଧୁ ଓ ପରିଜନ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇ ଥିବାର ଜଣାଯାଇଛି I ମୃତ୍ୟୁ ସଜ୍ୟା ନିକଟରେ ଜ୍ୟୋଷ୍ଠ ପୁତ୍ର ରମେଶ. ରାଜେଶ. ସୁରେଶ ଓ କନ୍ୟା ରାଧିକା. ଧର୍ମ ପତ୍ନୀ. ଏବଂ ବୋହୁ. ଜ୍ୱାଇଁ. ନାତି ନାତୁଣୀ ଉପସ୍ଥିତ ଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା