####ଶୁଭେଚ୍ଛା ବାର୍ତ୍ତା ####

ଘୋଷ ଯାତ୍ରା ଅବସରରେ ଓଡ଼ିଶାର ଅଗଣିତ ଭକ୍ତ,ମୋହନା ଅଞ୍ଚଳ ର ଜନସାଧାରଣ ଏବଂ ମୋହନା ର ସମସ୍ତ ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ ଙ୍କୁ ରଥ ଯାତ୍ରା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା କରୁଛି।
ଶ୍ରୀଯୁକ୍ତ ବିନୋଦ କୁମାର ସାହୁ
ସ୍ବେଛାସେବୀ, ମେରାପଲ୍ଲି, ମୋହନା ବ୍ଲକ, ଗଜପତି
ଓଡ଼ିଶା
