April 28, 2025
Share

 

 

୧-ଭୁବନେଶ୍ୱର:ମେ’ ୨ରୁ OJEE, ୧୨ଯାଏଁ ୩ଟି ସିଫ୍ଟ୍ ରେ ହେବ ପରୀକ୍ଷା।

 

୨-ଗୋପବନ୍ଧୁଙ୍କ ସତ୍ୟବାଦୀର ବାର୍ଷିକ ସମାରୋହ, କଥାଶିଳ୍ପୀ ତରୁଣକାନ୍ତି ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ପ୍ରଦାନ।

 

୩-ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ଏବଂ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି।ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି କର୍ତ୍ତୃପକ୍ଷ।

 

୪-ଚାନ୍ଦବାଲି: ଦୁଇଟଙ୍କା ପାଇଁ ଫୁଟିଲା ଗୁଳି ଥଣ୍ଡା ପାନୀୟ ଦାମ୍ ଅଧିକ କହିବାରୁ ଦୋକାନୀକୁ ହେଲା ଆକ୍ରମଣ।

 

୫-ଆଗକୁ ବ୍ରହ୍ମପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।

 

୬-ଖୋର୍ଦ୍ଧା : ଜଟଣୀ ଇନ୍ଫୋଭେଲି ଥାନା ଗ୍ରାମଣ୍ଡିହ ଗ୍ରାମରେ ଅଘଟଣ,ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ, ଶଳା ଆକ୍ରମଣରେ ଜ୍ୱାଇଁ ମୃତ।

 

୭-ଭୁବନେଶ୍ୱର: ଚାଷୀଙ୍କ ପାଇଁ କଂଗ୍ରେସର ଦାବି ମାସିକ ୩ହଜାର ଟଙ୍କା ଭର୍ତ୍ତା ,ମାଗଣା ବିଜୁଳି ବି।

 

୮-ଘଟଗାଁ:ନଈରେ ପଡ଼ି ୨ ଯୁବକ ମୃତ, ଫଟୋ ଉଠାଉଥିବା ବେଳେ ଖସିପଡ଼ି ନିଖୋଜ ଥିଲେ।

 

୯-ଭୁବନେଶ୍ୱର ୮ଟି ବିମାନର ଜରୁରୀ ଅବତରଣ, ଉଡ଼ାଣକୁ ନେଇ ଗେଟ୍‌ ସମ୍ମୁଖରେ ଯାତ୍ରୀଙ୍କ ଉତ୍ତେଜନା।

 

୧୦-ବାରିପଦା,ସରାଳି ନଦୀ ପୋଲ:ଠେଙ୍ଗାରେ ପିଟି ସୁନା ବ୍ୟାଗ ଲୁଟ, ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଛଡ଼ାଇନେଲେ ଦୁବୃର୍ତ୍ତ।

 

୧୧-ମାଲକାନଗିରି:ଖରାଦିନେ ବଢୁଛି ତାଳସଜର ଆଦର, ଆଦିବାସୀଙ୍କୁ ଦେଉଛି ରୋଜଗାର । ଦାଦନ ରୋକିଛି, ପରିବାର ଚଳାଉଛି।

 

୧୨-ଭୁବନେଶ୍ୱର:ନିଶା ପାଇଁ ଫସର ଫାଟୁଛି ପୋଲିସର ଉଦ୍ୟମ, ରାଜଧାନୀର ବସ୍ତିରେ ବଢୁଛି ଅପରାଧ।

 

୧୩-ଚମକିଲେ ଓଡ଼ିଆ ପୁଅ ୟଶ୍ ଜୈନ୍, NEET-ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ହେଲେ ଟପ୍ପର।

 

୧୪-ଦିଲ୍ଲୀ NCERT ପାଠ୍ୟପୁସ୍ତକରୁ ହଟିଲା ମୋଗଲ ଓ ଦିଲ୍ଲୀ ସୁଲତାନ ବିଷୟ; ପବିତ୍ର ଭୂଗୋଳ ସାମିଲ୍।

 

୧୫-ନୂଆ ଦିଲ୍ଲୀ:IPLରେ କୋହଲି,କ୍ରୁନାଲ RCBକୁ ଶୀର୍ଷରେ ପହଞ୍ଚାଇଲେ।

 

୧୬-ମୁମ୍ବାଇ:ବୁମରାଓଙ୍କୁ ୪ ଉଇକେଟ୍, ମୁମ୍ବାଇର କ୍ରମାଗତ ୫ମ ବିଜୟ।

 

୧୭-ପାକିସ୍ତାନ ଯିବା ଲାଗି ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ।

 

୧୮-୨୯ ଯାଏଁ ବଢ଼ିଲା ପାକିସ୍ତାନକୁ ଫେରିବା ସମୟସୀମା, ଭାରତ ଛାଡିଲେ ୫୩୭ ପାକିସ୍ତାନୀ।

 

୧୯-ମାନବିକତା ଦେଖାଇଲେ କାଶ୍ମୀରବାସୀ : ପର୍ଯ୍ୟଟକଙ୍କୁ ମାଗଣାରେ ଯୋଗାଇଦେଲେ ଅଟୋସେବା , ରହିବା ପାଇଁ ଖୋଲିଦେଲେ ଘର ଦୁଆର।

 

୨୦-ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ; ଦେଶବାସୀକୁ ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ।

 

୨୧-ନାମ ନେଲା ପାକିସ୍ତାନ…!, ହାତରେ ନମାରି ଭାତରେ ମାରୁଛି ଭାରତ।ଉରି ଡ୍ୟାମ୍ ଖୋଲି ଦେବାରୁ ଝେଲମ୍ ନଦୀରେ ଅଚାନକ୍ ଜଳ ପ୍ରବାହ ବଢ଼ିଛି।ମୁଜାଫରାବାଦରେ ଗତକାଲିଠୁ ଭୀଷଣ ବନ୍ୟା ସ୍ଥିତି ଉପୁଜିଛି।

 

୨୨-ଶାନ୍ତି ଚାହୁଁଛନ୍ତି ଶାହବାଜ ସରିଫ! ଭାରତ-ପାକିସ୍ତାନ ପାଇଁ ମଧ୍ୟସ୍ଥତା କରିବାକୁ ଇରାନକୁ କଲେ ଗୁହାରି।

 

*🙏 ସୁପ୍ରଭାତ, ଜୟ ଶ୍ରୀଜଗନ୍ନାଥ🙏*

➖➖➖➖➖➖➖➖➖➖➖