March 12, 2026

ଭିନ୍ନକ୍ଷମଛତ୍ରଛାତ୍ରୀମାନଙ୍କ ଉପକରଣ ନିର୍ଦ୍ଧାରଣ ଶିବିର

WhatsApp Image 2023-02-28 at 12.07.29
Share

ଅଦ୍ୟ ତା ୨୮.୦୨.୨୦୨୩ରିଖ ମଙ୍ଗଳବାର ଦିନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚନ୍ଦ୍ରଗିରି ଠାରେ ମୋହନା ଓ ଆର ଉଦୟଗିରି ବ୍ଳକ ମିଳିତ ଆ ନୁକୁଲ୍ୟରେ ଏ କ ଉପକରଣ ନିର୍ଦ୍ଧାରଣ ଶିବିର ଆୟୋଜନ କରାଯାଇ ଥିଲା। ଏହି ଶିବିରକୁ ମୋହନା ସହକାରୀ ଗୋଷ୍ଟୀ ଶିକ୍ଷା ଅଧିକାରୀ କେ,କୁନା ପାତ୍ର ଓ ଆର ଉଦୟଗିରି ସହକାରୀ ଗୋଷ୍ଟି ଶିକ୍ଷା ଅଧିକାରୀ ଯୁଧିଷ୍ଟିର ବେହେରା ତତ ସହିତ ଜିଲ୍ଲା ପ୍ରକଳ୍ପ ଅନ୍ତନିବେଶି ସଯୋଜକ ସନ୍ତୋଷ କୁମାର ସାହୁ ଓ ଗୋଷାଣୀ ଵି,ଆର, ଟି ତାପସ କୁମାର ଦେ ଓ କଟକ ଓଲଟ ପୁର ରୁ ୪ଜଣ ପ୍ରଶିକ୍ଷକ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ରେ ପୁଷ୍ପ ଧୂପ ଦୀପ ପୂବକ ପ୍ରଦୀପ ଦାନକରି ଉଦଘାଟନ କରିଥିଲେ,ତତ୍ ପରେ କାଯ୍ୟଦିବସ କୁଆଗେଇ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ମୋହନା ବିଆର୍ ଟି ସୁମନ୍ତ ପ୍ରଧାନ, ପ୍ରକାଶ କୁମାର ସାହୁ ଓ ଉଦୟଗିରି ଵିଆରଟି ବିରଞ୍ଚି ନାରାୟଣ ଦାସ ପରିଚାଳନା କରିଥିଲେ ତତ୍ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମ୍ପୂର୍ଣ ମାତ୍ରାରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍ୟ ଅର୍ପଣ କରି ଆଜିର କାର୍ଯ୍ୟକୁ ସମାପ୍ତ ଘୋଷଣା କରିଥିଲେ।