May 11, 2026

ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ “ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫”କୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଉଦଘାଟନ କରିଛନ୍ତି ..

IMG-20250128-WA0042
Share

                         ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ “ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫”କୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଉଦଘାଟନ କରିଛନ୍ତି । ଏଥିସହ ଶିଳ୍ପ, ନବସୃଜନ ଏବଂ ନିବେଶ ସୁଯୋଗରେ ଓଡ଼ିଶାର ଅପାର ସମ୍ଭାବନା ଉପରେ ଆଲୋକପାତ କରାଯାଇଥିବା “ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀ”କୁ ବୁଲି ଦେଖିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମାନନୀୟ ରାଜ୍ୟପାଳ ଡଃ Dr. Hari Babu Kambhampati ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi, ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan, ଶ୍ରୀ Ashwini Vaishnaw, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା, ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସମସ୍ତ ସାଂସଦ, ବିଧାୟକ, ଅନ୍ଯାନ୍ଯ ନେତୃବୃନ୍ଦ, ଅଧିକାରୀ ଏବଂ ଦେଶ ବିଦେଶରୁ ଆସିଥିବା ଶିଳ୍ପପତି ମାନେ ଉପସ୍ଥିତ ରହିଛନ୍ତି । #UtkarshOdisha