March 12, 2026

OAS ପରୀକ୍ଷା ରେ ସଫଳତା ପାଇଲେ ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳ ର ଝିଅ ସୁଦିପ୍ତା ନାଏକ୍

IMG-20250927-WA0030
Share

 

 

OAS ପରୀକ୍ଷା ରେ ସଫଳତା ପାଇଲେ ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳ ର ଝିଅ ସୁଦିପ୍ତା ନାଏକ୍ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଗଦାଶିଳା ଗ୍ରାମର ସୁଦିପ୍ତା ନାଏକ ୨୦୨୩ ଓଏଏସ ପରୀକ୍ଷାରେ ପାଇଲେ ସଫଳତା । ୩୦୫ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି । ଅନୁଗୋଳ କଣିହାଁ ମାଟି ପାଇଁ ଗର୍ବ ଆଉ ଗୌରବ ହୋଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।