March 12, 2026

ଏପଟେ ମୁକୁଳା ପଡିଛି ପରିବା ମାର୍କେଟ ରାଜ ରାସ୍ତାରେ ବସୁଛନ୍ତି ବ୍ୟବାସାୟୀ କ୍ରାଜ୍ୟକ୍ଷମ କେବେ ହେବ

IMG-20230727-WA0026
Share

ଏପଟେ ମୁକୁଳା ପଡିଛି ପରିବା ମାର୍କେଟ ରାଜ ରାସ୍ତାରେ ବସୁଛନ୍ତି ବ୍ୟବାସାୟୀ କ୍ରାଜ୍ୟକ୍ଷମ କେବେ ହେବ

ଆସ୍କା:୨୪-୭ ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଜବ ନିତି ଯୋଗୁଁ ସହରରେ ଦେଖା ଦେଇଛି ଟ୍ରାଫିକ ସମସ୍ୟା। ଏପଟେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପରିବା ବିକ୍ରି ମାର୍କେଟ କାଳୀମୁଖୀ ସାହି ନିକଟରେ ନିର୍ମାଣ କରିଛନ୍ତି। ସେପଟେ ପରିବା ବ୍ୟବସାୟୀ ମାନେ କୋରେନେସନ ପାର୍କ ଠାରୁ ଅଶୋକ ସିନେମାହଲ ପର୍ଯ୍ୟନ୍ତ ରାସ୍ତା କଡରେ ପରିବା ବ୍ୟବସାୟ କରୁଥିବା ଯୋଗୁଁ ଏହି ଜନଗହଳି ପୂର୍ଣ୍ଣ ରାସ୍ତା ରେ ପ୍ରତିଦିନ ଟ୍ରାଫିକ ସମସ୍ୟା ଲାଗିରହୁଛି।ବିଜ୍ଞାପିତ ଅଞ୍ଚଳ ପରିଷଦ ର ପଛପଟେ ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ କର୍ଯ୍ୟନିର୍ବାହୀ ଅଧିକାରୀ ଚୁପରହିବା ଯୋଗୁଁ ଏହିଭଳି ସମସ୍ୟା ଲାଗିରହିଛି ବୋଲି ସାଧରଣରେ ଆଲୋଚନା ହେଉଛି।