July 3, 2024

ଉମରକୋଟ ଠାରେ ବିଶ୍ଵ ନିଶା ନିବାରଣ ଦିବସ ଦିବସ ପାଳିତ……

Share

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ) ଆଜି ଜିଲ୍ଲା ଅବକାରୀ ପ୍ରଶାସନ ପକ୍ଷ ରୁ ଉମରକୋଟ, ରାଇଘର ଓ ଡ।ବୁଗା ଅବକାରୀ ଥାନା କର୍ମଚାରୀ ଙ୍କ ତରଫରୁ ବିଶ୍ଵ ନିଶା ନିବାରଣ ଦିବସ ଓ ଚୋରା ଚାଲାଣ ଦିବସ ପାଳନ କରାଯାଇ ଥିଲା। ଏହି ୩ ବ୍ଲକ ରୁ ୫୦ ରୁ ଉର୍ଦ୍ଧ୍ବ ଅବକାରୀ କର୍ମଚାରୀ ମାନେ ଡଙ୍ଗରି ଗୁଡା ଠାରୁ ଏକ ରାଲି ବାହାର କରି ସହର ପରିକ୍ରମା କରି ଥିଲେ। ନିଶା ନିବାରଣ ଓ ଚୋରା ଚାଲାଣ ବିରୁଦ୍ଧ ରେ ବିଭିନ୍ନ ସ୍ଲୋଗାନ ଲେଖା ଯାଇ ଥିବା ପ୍ଳ। କାର୍ଡ ଧରି ସହର ପରିକ୍ରମା କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ଉମରକୋଟ ଅବକାରୀ ନିରୀକ୍ଷକ ରଞ୍ଜୁ ଲତା ବାରିକ, ଉମରକୋଟ ଅବକାରୀ ଥାନା ଓ ଆଇ ସି ତିଳକ ରାମ ନାୟକ, ରାଇଘର ଅବକାରୀ ଥାନା ଓ ଆଇ ସି ଅଜୟ କୁମାର ନାୟକ, ଡ।ବୁଗା ଅବକାରୀ ଥାନା ଓ ଆଇ ସି ବୁଲୁ ପାତ୍ର, ଏ ଏସ ଆଇ ମାଖାନ ହ।ଲଦାର, ଏ ଏସ ଆଇ ସୁରେନ୍ଦ୍ର ପଣ୍ଡ।, ସୁବାଷ ଚନ୍ଦ୍ର ଗୌଡ଼, ଦେବାଶିଷ ଦାସ, ଜ୍ୟୋତ୍ସ୍ନା ହରିଜନ, ସୁରେଖ। ଭତ୍ର।, ମହେନ୍ଦ୍ର ଭତ୍ର।, ଅନନ୍ତ ମଲିକ, ଶ୍ରୀକାନ୍ତ ମଲିକ, ଟୁକୁ ଦଳାଇ, ଆକାଶ ଶବର, ପ୍ରମୁଖ କନେଷ୍ଟବଳ ପ୍ରମୁଖ ଏହି ର।ଲି ରେ ଉପସ୍ଥିତ ଥିଲେ ।