July 3, 2024
Share

 

୧-ହାଣ୍ଡିଶାଳରେ ପଡିଲା ଚଡକ, ପରିବା ଦର ଆକାଶଛୁଆଁ: ଟମାଟୋ, ଝୁଡୁଙ୍ଗ ୮୦ ଉପରେ,ସିମଲା ଲଙ୍କା ୨୦୦ ପାର୍।

୨-ତିନି ଦିିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ସାଥୀରେ ଅଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ।

୩-ପାଗ ବଦଳିଲା,୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ବର୍ଷା।

୪-କଟକ: ବିଦ୍ୟାଳୟରେ ମିଳୁନି ମୈ।ଳିକ ସୁବିଧା;ଆଜି ପୁଣି ସତ୍ୟପାଠ ଦାଖଲ କରିବେ ସରକାର।

୫-ଏଥର ପୁରୀ ରଥଯାତ୍ରା ଦେଖିବେ ମହାମହିମ।ଜୁଲାଇ ୬ ତାରିଖରୁ ୯ ତାରିଖ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି।

୬-‘ଓଷ୍ଟା ଟେଷ୍ଟ ପେପର୍ସ’ ପ୍ରକାଶିତ, ଜୁନ୍‌ ୨୮ରୁ ବଜାରରେ ହେବ ଉପଲବ୍ଧ।

୭-ରଥଯାତ୍ରାର ଦ୍ବିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ, ସମସ୍ତଙ୍କ ସହଯୋଗରେ ୨ଦିନ ହେବ ରଥଯାତ୍ରା।

୮-ପଦ୍ମପୁର,ଦୁଆନଡିହି:ବରଗଛ ମୂଳେ ବସିଥିଲେ, ଆକାଶରୁ ଖସିଲା ଚଡକ: ଚାଲିଗଲା ୩ ଜୀବନ।

୯-ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା; ଓଡ଼ିଆ ଖେଳାଳି ଭାବେ ରୋହିଦାସଙ୍କୁ ମିଳିଲା ସୁଯୋଗ।

୧୦-ପୁରୀ:୪୭ ଦିନରେ ରଥ ନିର୍ମାଣ, ତିନି ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ।

୧୧-ଅସରାଏ ବର୍ଷାରେ ଭାସିଲା ଭୁବନେଶ୍ୱର । ଇସ୍କନ, ରସୁଲଗଡରେ ଭୟଙ୍କର ସ୍ଥିତି । ଜଳବନ୍ଦୀ ଅବସ୍ଥାରେ ହନ୍ତସନ୍ତ ରାଜଧାନୀବାସୀ।

୧୨-ଜୁଲାଇ ପହିଲାରୁ ସବୁ ସୋମବାର ସାଧାରଣ ଅଭିଯୋଗ ଶୁଣାଣି, ପୋର୍ଟାଲରେ ହେବ ପଞ୍ଜୀକରଣ।

୧୩-ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୧୪-ଭୁବନେଶ୍ୱର: ରାଜ୍ୟରେ ନିଷିଦ୍ଧ ହେବ ମଦ, ଅବକାରୀ ନୀତିରେ ହେବ ସଂଶୋଧନ।

୧୫-କଟକ: ଜୁଲାଇ ୨ରେ ଦିଆଯିବ ମାଟ୍ରିକ ପ୍ରମାଣ ପତ୍ର,୯ ତାରିଖରୁ ବିଦ୍ୟାଳୟରୁ ପାଇପାରିବେ ଛାତ୍ରଛାତ୍ରୀ।

୧୬-ରାଜଗାଙ୍ଗପୁର:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡିଭାଇଡରେ ପିଟି ହେଲା ସ୍କୁଟି, ୨ ମୃତ।

୧୭-ଜୁଲାଇ ୬ ତାରିଖ ସନ୍ଧ୍ୟାରେ ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି।

୧୮-ନୁଆ ଟେଲିକମ୍ ନିୟମ ଲାଗୁ:ଜାଲ ସିମ୍ କାର୍ଡ କାରବାରରେ ୩ ବର୍ଷ ଜେଲ୍।

୧୯-ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‍ ବିର୍ଲା।

୨୦-ସୁଲଭ, ସହାୟକ ଏବଂ ଦକ୍ଷ ନ୍ୟାୟ ପ୍ରଦାନ ବ୍ୟବସ୍ଥା – ଜୁଲାଇ ୧ରୁ ଲାଗୁ ହେବ ୩ଟି ନୂଆ ଅପରାଧିକ ଆଇନ।

୨୧-ଲାଲକୃଷ୍ଣ ଆଡ଼ଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି।

୨୨-ଜମ୍ମୁ ଡିଭିଜନର ଡୋଡାରେ ଗୁଳି ବିନିମୟ: ୩ ଆତଙ୍କୀ ସଫା, ଜଣେ ଯବାନ ଆହତ।

୨୩-ଗ୍ରାଜୁଏସନ କରିଥିଲେ ସୁବର୍ଣ୍ଣ ସୁଯୋଗ; SSCରେ ପୂରଣ ହେବ ୧୭୭୦୦ରୁ ଅଧିକ ପଦବୀ। ଅନଲାଇନ୍ ରେ କରନ୍ତୁ ଆବେଦନ।

୨୪-ଉତ୍ତରପ୍ରଦେଶର ମହୋବାର:ଏମିତି ଆସେ ମୃତ୍ୟୁ,କୌଣସି ଲକ୍ଷଣ ନ ଥାଇ,ଅଫିସରେ ଥିଲା ବେଳେ ହୃଦଘାତରେ ଚାଲିଗଲା ୩୦ ବର୍ଷୀୟ ବ୍ୟାଙ୍କ ମ୍ୟାନେଜରଙ୍କ ଜୀବନ।

୨୫-ବାରଣାସୀ:୯ ବର୍ଷର ପିଲା ହେଲା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ, ସାଲ୍ୟୁଟ କଲେ କର୍ମଚାରୀ।

*🙏 ସୁପ୍ରଭାତ 🙏*