April 24, 2026

ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭାରତ ଯୋଡପଦ ଯାତ୍ରା ….

yugutu
Share

ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ରାହୁଲ ଗାନ୍ଧୀ ଙ୍କ ଡ଼ାକରାରେ ଭାରତ ଯୋଡଯାତ୍ରା ଚାଲୁରହିଥିବା ବେଳେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟନାୟକଙ୍କ ନେତୃତ୍ୱରେ ମୋହନା ନିର୍ବାଚନ ମଣ୍ଡଳୀ ବିଧାୟକ ଦାଶରଥି ଗମାଙ୍ଗ, କଟକ ଜିଲ୍ଲା କଂଗ୍ରେସ ମୁଖ୍ୟ ମାନସ ଚୌଧୁରୀ, ହରିଜନ ସେଲ ଅଧ୍ୟକ୍ଷ ଙ୍କ ସମେତ ଅଞ୍ଚଳରେ ଥିବା କଂଗ୍ରେସ ଦଳର ହଜାର ହଜାର କର୍ମୀ ନେତା ସରପଞ୍ଚ ସମିତି ସଭ୍ୟ ୱାର୍ଡ ମୁଖ୍ୟ ପ୍ରମୁଖ ଭାରତ ଯୋଡ଼ ଯାତ୍ରାରେଉପସ୍ଥିତ ରହି ମୋହନା ବ୍ଲକର ଶେଷ ସୀମା ରାଇପଙ୍କାଠାରୁ ଆରମ୍ଭ କରି ପାଣିଗଣ୍ଡା ପର୍ଯ୍ୟନ୍ତ ଚାଲି ଚାଲି ସାଧାରଣ ଲୋକଙ୍କ ସହ ମିଶି ଭାରତ ଯୋଡ଼ଯାତ୍ରା ସମ୍ପର୍କରେ ବୁଝାଇଥିଲେ।