ମୋହନା କୋର୍ଟ ରେ ସମ୍ବିଧାନ ଦିବସ ପାଳନ ..
ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଙ୍କ ଅଧ୍ୟକ୍ଷତାରେ ମୋହନା ଅଦାଲତରେ ସମ୍ବିଧାନ ଦିବସ ପାଳିତ ହୋଇଥିଲା। ଏଥିରେ ପ୍ରଥମ ଶ୍ରେଣୀ ବିଚାରପତି ମୁଖ୍ୟ ଅତିଥି ଶ୍ରୀ ସୁଭଜିତ ବେହେରା,ବାର ସଭାପତି ରବିନ୍ଦ୍ର କୁମାର ନାୟକ,ଉପ – ସଭାପତି ସିମାଞ୍ଚଳ କାର୍ଯି,ବରିଷ୍ଠ ଆଇନଜୀବୀ ସୁଦର୍ଶନ ସାହୁ, ସନ୍ତୋଷ କୁମାର ପାଢ଼ୀ,ସମ୍ପାଦକ ପଦ୍ମନାଭ ପତି,ସହ ସମ୍ପାଦକ ସୁଶାନ୍ତ କୁମାର ମଲ୍ଲିକ,ଏପିପି ବୈଦ୍ୟନାଥ ସିଂହ,କୋଷାଧ୍ୟକ୍ଷ ଜୋସେଫ ମାଝୀ,ଦୁର୍ଯୋଧନ
କରଡ଼l,ସୁନୀତା ରଣସିଂହ,ଯୋନାଥନ ଲିମା,ଅଭିଧାନ ସିଂହ,ରାକେଶ କୁମାର ନାୟକ,ରିନା ପ୍ରଧାନ,କୋର୍ଟ ପୋଲିସ ଅଧିକାରୀ କେଶରୀ ଲହଜଲ୍ ଏବଂ କୋର୍ଟ ର ସମସ୍ତ କର୍ମଚାରୀ ମାନେ ସହଯୋଗ ରେ ସମ୍ବିଧାନ ଦିବସ ଟିକୁ ଆଡମ୍ବର ସହ ପାଳନ କରାଯାଇଥିଲା। ସ୍ଥାନୀୟ ବିଚାରପତି ମହାଶୟ ଉପସ୍ଥିତ ଥିବା ଆଇନଯିବି ମାନଙ୍କୁ ସମ୍ବିଧାନ ର ନିୟମ ଅନୁସାରେ କାର୍ଯ୍ୟ କରିବା ନିମନ୍ତେ ଶପଥ ପାଠ କରାଇଥିଲେ।
