March 8, 2026

ପର୍ବତନ ବ୍ଲକ ଅଦକ୍ଷ ଙ୍କ ବିୟୋଗ ରେ ଶୋକ

IMG-20251126-WA0036
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷ ପ୍ରକାଶ ରଥ ଙ୍କ ମଙ୍ଗଳ ବାର ମଧ୍ୟାନ୍ନ ରେ ଉଷା ହସ୍ପାଟଲ ରେ ବିୟୋଗ ହୋଇଥିବାର ଜଣାଯାଇଛି.ଗୌର ରଥ ଅନାଦି ନାଇକଙ୍କ ସମେତ ସ୍ତ୍ରୀ ପୁତ୍ର ବଧୁ ଙ୍କ ସମେତ ସମସ୍ତ ପରିବାର ଉପସ୍ଥିତ ଥିଲେ.ଖବର ପ୍ରସାର ହବା ପରେ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ ଚନ୍ଦ୍ର ମହାନ୍ତି ପୂର୍ବତନ ଏନଏସି ଉପାଧ୍ୟାକ୍ଷ ବାପୁନ ତ୍ରିପାଠୀ. ବୁଟୁନା ମହାପାତ୍ର. କାଲି କୃଷ୍ଣ ହୋତା ଙ୍କ ସମେତ ବହୁ କଂଗେସ ନେତା ଦଳୀୟ ପତକା ଦେଇ ସଂମାନ ଜଣେଇ ଥିଲେ. ସର୍ଗୟ ରଥ ବରିଷ୍ଠ ଆଇନ ଜବି ଥିଲେ. ଆଜି କୋର୍ଟ ପରିସର ରେ ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଙ୍କ ସଭା ପତିତ୍ୱ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି. ଏହି ସଭା ରେ ପୂର୍ବତନ ସଭାପତି ପଙ୍କଜ ପାତ୍ର. ଦୁର୍ଗା ସାହୁ. ଶଙ୍କର ପଣ୍ଡା. ଲିଙ୍ଗରାଜ ନାଇକ. ଗୁପ୍ତ ବେହେରା. କିଶୋର ମିଶ୍ର. ବିରେଶ ପଟ୍ଟନାୟକ. ମୁକ୍ତେଶ୍ୱେର ନାଇକ. ଘାନଶ୍ୟାମ ବିଶୋଇ ପ୍ରମୁଖ ଉପସ୍ଥିତ ରହି ସ୍ମୁତି ଉଚ୍ଚାରଣ କରିଥିବାର ଜଣାଯାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା