March 10, 2026

ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ପର୍ବତାରୋହଣ ପାଇଁ ଭାରତୀୟ ଯୁବ ପର୍ବତାରୋହୀ ଆଶୀର୍ବାଦ ମନୋନୀତ 

IMG-20250726-WA0042
Share

 

 

 

ସୁରେନ୍ଦ୍ର କଠାର,ବରଗଡ

:

 

ସୁଚନାଯୋଗ୍ୟ କି ଓଡ଼ିଶାର ବରଗଡ଼ ଜିଲ୍ଲାସ୍ଥିତ କୁଲିତା ଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆଶୀର୍ବାଦ (ଅନୁପ) ମହାପାତ୍ର ଆଗାମୀ ଅଗଷ୍ଟ ୨, ୨୦୨୫ ତାରିଖ ଦିନ ଦକ୍ଷିଣ ଆଫ୍ରିକା ର କିଲିମାଞ୍ଜାରୋ ଅଭିମୁଖେ ପର୍ବତାରୋହଣ ପାଇଁ ଯାତ୍ରା କରିବେ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ପର୍ବତାରୋହଣ ତାଙ୍କ ବାଲ୍ୟକାଳ ସ୍ବପ୍ନ ଥିଲା ଓ ଏବେ ସେ ନିଜ ସ୍ବପ୍ନ କୁ ଜିଉଁଛନ୍ତି । ଆଉ ମଧ୍ୟ ସେ ପ୍ରତ୍ୟାବର୍ତ୍ତନ ପରେ ଭାରତରେ ଆଗାମୀ ଭବିଷ୍ୟତ ପୀଢ଼ିଙ୍କୁ ପର୍ବତାରୋହଣ ବିଷୟରେ ଅବଗତ କରେଇବା ତଥା ଆବଶ୍ୟକସ୍ଥଳେ ଉଚିତ ତାଲିମ ପ୍ରଦାନ କରି ଭାରତର ନାମ ବିଶ୍ୱ ଦରବାରରେ ଚମକେଇବେ ବୋଲି ପ୍ରକାଶ କରିଛନ୍ତି ।