October 5, 2024

Day: July 26, 2024

ଆମିଷ ବଜାର ବାସୁଗୁଡା ସ୍ଥାନାନ୍ତର କରିବା ପାଇଁ ଏନ ଏ ସି ଶୋଭାଗୃହରେ ବୈଠକ

      କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହରେ ଆଜି ଆମିଷ ବଜାର କୁ ବସୁଗୁଡା ନୂତନ ବଜାରକୁ ସ୍ଥାନାନ୍ତର କରିବା ପାଇଁ ଏକ...

ଗଜପତି:- ଜୀବା ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ , ସୁରକ୍ଷା , ଯତ୍ନ ଓ ବାଧ୍ୟତା ଶିକ୍ଷା ଅଧିକାର ଅଧିନିୟମ ଉପରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

  ଗଜପତି ଜିଲ୍ଲାର ଆକାଂକ୍ଷା ବ୍ଲକ୍ ଭାବେ ପରିଚିତ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ୍ । ଏହି ଆକାଂକ୍ଷା ବ୍ଲକରେ ସାକ୍ଷରତା ହାର କମ୍ ଥିବା ବେଳେ...

କୁକୁର କାମୁଡ଼ାରେ କ୍ଷତାକ୍ତ ହୋଇ ବାଳକ ଗୁରୁତର 

ବୁଗୁଡା : ତା ୨୬/୦୭/୨୪ : ଏଇ କିଛି ଦିନ ତଳେ ଅନେକ ଲୋକଙ୍କୁ କାମୁଡି ବୁଗୁଡା ସହରରେ ଭୟ ବାତାବରଣ ସୃଷ୍ଟି କରିଥିବା ପାଗଳା କୁକୁରଟିକୁ...

ସମ୍ବଲପୁରୀ ଦିନ: ସେ ଦିନର ସଂକଳ୍ପ,ଆଜିର ଆନ୍ଦୋଳନ 

  ସମ୍ବଲପୁର,(ରାଜାରାମ ଷଡଙ୍ଗୀ): ଭାରତୀ ସମାଜ ପକ୍ଷରୁ ୧୧ ବର୍ଷ ପୁର୍ବରୁ ଗୁରୁ ସତ୍ଯ ନାରାୟଣ ବହିଦାର ଙ୍କର ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି ଏବେ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୫୦ ସଂଗଠନ:କହିଲେ ସମସ୍ତଙ୍କ ଆଶା, ଆକାଂକ୍ଷା ପ୍ରତିଫଳିତ ହୋଇଛି ବଜେଟ୍ ରେ

  ଭୁବନେଶ୍ୱର:(ରାଜାରାମ ଷଡଙ୍ଗୀ ): ଗତ କାଲି ରାଜ୍ୟ ବିଧାନ ସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲା ପରେ ଆଜି ରାଜ୍ୟର ବିଭିନ୍ନ...

ବର୍ଦ୍ଧିତ ଦରମା ପ୍ରଦାନ ଦାବୀ କରୁଥିବା ସ୍ୱଚ୍ଛ ସୁପେରଭାଇଜର ଓ ସାଥୀଙ୍କୁ ସମର୍ଥନ କରି ସ୍ମାରକ ପତ୍ର ପ୍ରଦାନ…

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ନିୟୋଜିତ ହୋଇଥିବା ସ୍ୱଚ୍ଛ ସୁପେରଭାଇଜର ଓ ସ୍ୱଚ୍ଛ ସାଥୀଙ୍କୁ ରାଜ୍ୟ ସରକାର ବର୍ଦ୍ଧିତ ହାରରେ...

ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଦର୍ଶନୀୟ ସ୍ଥାନ, ପୋଡାଗଡ ର ଦୁର୍ଦଶା…..

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ଦର୍ଶନୀୟ ସ୍ଥାନ ପୋଡାଗଡ ପାହାଡି ଅଂଚଳ ଏବେ ଅଗମ୍ୟ ଅପହଞ୍ଚ ହୋଇଯାଇଛି. ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଂଚଳ ଏବେ କାଠ, ବାଲି,...

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 41ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ; ଛାତ୍ରଛାତ୍ରୀ ନିଜ ସହିତ ନିଜେ ପ୍ରତିଯୋଗିତା କରିବା ଆବଶ୍ୟକ: ମୁଖ୍ୟ ବକ୍ତା 

    ବେଲଗୁଣ୍ଠା, 26/07, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 41ତମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I...

ବିଶ୍ବ ଲୁଣା ଜଙ୍ଗଲ ଦିବସ ପାଳିତ ..

  ଅସ୍ତରଙ୍ଗ,,ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନ ,ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଗୁରୁବାର ଦିନ ବିଶ୍ବ ଲୁଣା ଜଙ୍ଗଲ ଦିବସ ପାଳିତ ହୋଇ ଜାଇ ଅଛି ।...

୭୮ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

  ରାୟଗଡା : ରାୟଗଡା ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ...