November 14, 2024
Share

 

*ତାରିଖ ୨୬/୦୨/୨୩, ରବିବାର*

 

*୧-ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ ବୁକ, ହୋମୱର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି ସେ ନେଇ ନୋଟ ବୁକରେ ଉଲ୍ଲେଖ ରହିବ।*

 

*୨-ଦେଢ଼କୋଟିରେ ବିକାଶ ହେବ ଗୁପ୍ତେଶ୍ବର ମନ୍ଦିର ଭିତ୍ତିଭୂମି-ମୁଖ୍ୟଶାସନ ସଚିବ।*

 

*୩-ଭୁବନେଶ୍ୱର:ଜାପାନୀ ଜ୍ବର (ଜାପାନିଜ୍‌ ଏନ୍‌ସେଫାଲାଇଟ୍‌ସ), ୧୦ ବର୍ଷରେ ୭୭୧ ସଂକ୍ରମିତ, ୪୪ ମୃତ।*

 

*୪-ଆସନ୍ତା ୫ ତାରିଖ ବିଜୁବାବୁଙ୍କ ଜୟନ୍ତୀରେ ଡାକୋଟାର ଉଦଘାଟନ କରିପାରନ୍ତି ମୁଖ୍ୟମନ୍ତ୍ରୀ, ସୋମବାର ସୁଦ୍ଧା ଫ୍ୟୁଜଲେସ୍‌ ଲଗାଯିବ।*

 

*୫-କିଟ୍ ବିଶ୍ୱବିଦ୍ୟାଳୟରେ ଦ୍ବିତୀୟ ଓ୍ବାର୍ଲଡ୍ ଲିଡରସିପ୍ କନଭେନସନ୍ ଅନୁଷ୍ଠିତ।*

 

*୬-ଓଡ଼ିଶାର ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଏସଏଲ ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ମିଳିଲା ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’।*

 

*୭-ଲିଭର ଦେବା ପାଇଁ ମିଳୁ ନାହାନ୍ତି ଡୋନର, ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ପିଣ୍ଟୁ ନନ୍ଦ।*

 

*୮-ଆନ୍ଦୋଳନରେ ୬୬୨ କଲେଜ ସଂଘ ଅଧ୍ୟାପକ,୨୭ରେ ପୁଣି ସମାବେଶ; ବଢ଼ିଲା+୨ପରୀକ୍ଷା ଚିନ୍ତା।*

 

*୯-ଖୋଲିବ ହନିଟ୍ରାପ୍‌ର ଗୁମର : ଆଇଟିଆର୍‌ ବରିଷ୍ଠ ଅଧିକାରୀଙ୍କୁ ଗିରଫ ପରେ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ।*

 

*୧୦-କପିଳେଶ୍ୱରଙ୍କ ନୀତିକାନ୍ତି ବିଭ୍ରାଟ ହୋଇଛି, ଚଳିତ ବର୍ଷ ବି ପ୍ରଭୁ ଲିଙ୍ଗରାଜଙ୍କ ହେବନାହିଁ ହାଣ୍ଡିଭଙ୍ଗା ନୀତି।*

 

*୧୧-ଜୋର୍ ଧରିଲା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି।*

 

*୧୨-ଭଞ୍ଜନଗର:ଭିନ୍ନ ମୋଡ଼ ନେଲା ବୋହୂ ଟିନାରାଣି ଶ୍ୱଶୁର ଘରକୁ ଯିବା ଘଟଣା, ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ।*

 

*୧୩-ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗାଁ :ବରଯାତ୍ରୀ ନାଚରୁ ମହାଭାରତ; ମଙ୍ଗୁଳା କନ୍ୟା ମଥାରେ ଲାଗିଲାନି ସିନ୍ଦୂର,ବାହାଘର ବାତିଲ।*

 

*୧୪-କୋରାପୁଟକୁ ଗଡିବ କେସିଆରଙ୍କ ବସ: ଦକ୍ଷିଣ ଓଡିଶାରେ ଗୋଟି ଚଳାଇଲା ବିଆରଏସ୍!*

 

*୧୫-ଭୁବନେଶ୍ୱର: ନିଳାଦ୍ରୀ ବିହାରରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ।*

 

*୧୬-କାଙ୍ଗାଳ ପାକିସ୍ତାନକୁ ୭୦କୋଟି ବିଲିୟନ ଡଲାର ଋଣ ଦେଲା ଚୀନ, ଆମେରିକା କହିଲା ଭାରତର ପଡୋଶୀ ଦେଶଙ୍କୁ ଋଣ ଦେଇ ଖେଳ ଖେଳୁଛି ବେଂଜି।*

 

*୧୭-ସରିଯାଉଛି ସମୟ, EPFOରେ ଉଚ୍ଚ ପେନସନ୍ ପାଇଁ କରନ୍ତୁ ଆବେଦନ।*

 

*୧୮-ରାଜନୀତିରୁ ସନ୍ୟାସ ନେବାକୁ ଇସାରା ଦେଲେ ସୋନିଆ ଗାନ୍ଧୀ, ରାୟପୁର ମହାଧିବେଶନରେ ବୟାନକୁ ନେଇ ବଢୁଛି ଚର୍ଚ୍ଚା।*

 

*୧୯-ମହିଳା T20 ବିଶ୍ବକପ୍ ଫାଇନାଲ ଆଜି, ଅଷ୍ଟ୍ରେଲିଆକୁ ରୋକିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା।*

 

. *🙏 ସୁପ୍ରଭାତ🙏*