ମାଣିବନ୍ଧ ସରକାରୀ ଉଚ୍ଚବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଅଛି
ମାଣିବନ୍ଧ(ଉପାନ୍ତ ଖବର ମାନସ ରଞନ କର)ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଅଛି ନୀଳ ଆକାଶରେ ଉଡୁଛି ଆମ ଜାତୀୟ ପତାକା,ଦ୍ଭାରତମାତା ପାଇଁ ଅଛି ହୃଦୟରେ ଅନେକ ଆଶାଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସବୁ ଏକ ମୁଖ୍ୟ ଅତିଥି ଦ୍ଭାବରେ ପରିଚାଳନା କମିଟିର ସଭାପତି ଗୌରୀ ନାୟକ ଓ ଉପସଭାପତି ଉପାନ୍ତ ଖବରର ସାମ୍ବାଦିକମାନସ ରଞ୍ଜନ କର ଯୋଗଦେଇଥିଲେ ସହକାରୀ ଶିକ୍ଷ ୟତ୍ରୀ ସୂର୍ଣ୍ଣଲତା ସାହୁ ପତକା ଉତ୍ତଳନ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମର କୁମାର ବେହେରା, ଶିକ୍ଷକ ଓ ଶିକ୍ଷୟତ୍ରୀ ନତାଳି ଜେନା, ସନ୍ତୋସ କୁମାର ବେହେରା,’ସୁମିତ୍ରା ପ୍ରଧାନ, ଶୁଭଶ୍ରୀ ବିଶ୍ଵାଳ,ପ୍ରଭାକର ବଳବନ୍ତରାୟ, ଲଲିତା ନାୟକ, ବିନୋଦବିହାରି ପରମାଣିକ, ରଶ୍ମିତା କୁମାରୀ ବିଶ୍ଵାଳ,ପ୍ରଦୀପକୁମାରସେଠୀ, ଚିନ୍ମୟୀ ମଲ୍ଲିକ, ସୌମ୍ୟା ଶ୍ରୀପଣ୍ଡା କର୍ମଚାରୀଭାଷ୍କର ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିଥିଲେ
