March 10, 2026

ମୀରା କ୍ଲିନ ଫୁଏଲସ ଲିମିଟେଡ଼ ରେ 74ତମ ଗଣତନ୍ତ ଦିବସ ପାଳିତ

ikhiyuyi
Share

 

କୋଟପାଡ଼ ବ୍ଲକ ଢାମଣାହାଣ୍ଡି ପଞ୍ଚାୟତ ର ଶୁଣ୍ଡି ଧାରଗୁଡ଼ି ଗ୍ରାମରେ ଏମ ସି ଏଲ ପରିବାର ତରଫରୁ ଗଣତନ୍ତ ଦିବସ ପାଳିତ ହୋଇଯାଇଛି. ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବିଭୁତି ମହାନ୍ତି ଓ ପୁଷ୍ପାଞ୍ଜଳି ମହାନ୍ତି କମ୍ପାନୀ ର ଉଦଘାଟନ କରିଥିବା ବେଳେ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ପତକା ଉତ୍ତଳୋନ କରି ଏମ ସି ଏଲ ଆମ ଅଞ୍ଚଳ ରେ ହେଲେ ଚାଷୀ ଙ୍କ ଉନ୍ନତି ସହ ବେକାର ସମସ୍ୟା ଦୂର ହବା ସହ ସରକାରଙ୍କ ରାଜସ୍ୱ ଆଦାୟ ଏବଂ ଅଞ୍ଚଳ ର ବହୁ ବିକାଶ ହେବ ଵୋଲି ପରାମର୍ଶ ପ୍ରଦାନ କରିଥିଲେ. ଅନ୍ୟ ପକ୍ଷ ରେ ଭୈରବ ପଡିଆ ରେ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ଏନ ଏସି ରେ ପୌରାଧ୍ୟାକ ସଙ୍କର ରାଓ ଗାନ୍ଧୀ ଛକ ରେ ତହସିଲଦାର ଶ୍ରୀ ଶକ୍ତି ମହାପାତ୍ର. ବ୍ଲକ କାର୍ଯ୍ୟାଳୟରେ ବଡିଓ ସ୍ନେହ ପ୍ରଭା ମାଝୀ. କୋର୍ଟ ରେ ଓକିଲ ସଂଘ ର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଏବଂ ବିଭିନ୍ନ ଅଟ. ଟ୍ୟାକ୍ସି ଷ୍ଟାଣ୍ଡ. ସହ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ. ସ୍କୁଲ. କଳଲେଜ ମାନଙ୍କରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା