March 7, 2026

ତିର୍ତୋଲ ମିର୍ଜାପୁର ଅଞ୍ଚଳ ର ମହିଳା ସାମ୍ବାଦିକା ସୋନାଲି ପଣ୍ଡା ସମ୍ବାଦ ସଂଗ୍ରହ ସମୟରେ କୋଟକଣା ଠାରେ କେତେକ ଅସାମାଜିକ ଯୁବକ ସୋନାଲି ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ

IMG-20251225-WA0096
Share

ତିର୍ତୋଲ ମିର୍ଜାପୁର ଅଞ୍ଚଳ ର ମହିଳା ସାମ୍ବାଦିକା ସୋନାଲି ପଣ୍ଡା ସମ୍ବାଦ ସଂଗ୍ରହ ସମୟରେ କୋଟକଣା ଠାରେ କେତେକ ଅସାମାଜିକ ଯୁବକ ସୋନାଲି ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ |ଏ ସମ୍ପର୍କ ରେ ସୋନାଲି ତିର୍ତୋଲ ଥାନାରେ ଗତ 24/12/25ତାରିଖ ରେ ଅଭିଯୋଗ କରିଥିଲେ |ତିର୍ତୋଲ ପୋଲିସ ଅଭିଯୋଗ କୁ ପଞ୍ଜିକୃତ କରି ନୀରବରେ ବସିରହିଛି |ସୋନାଲି ଆଜି ପୂର୍ବାହ୍ନ ରେ SUJ ସଂଗଠନ ର କର୍ମକର୍ତାଙ୍କୁ ଘଟଣା ସମ୍ପର୍କ ରେ ଜଣାଇବା ପରେ SUJ ଜଗତସିଂହପୁର ଜ଼ିଲ୍ଲା କର୍ମକର୍ତା ତିର୍ତୋଲ iic ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଥାନା ଅଧିକାରୀ SUJ କର୍ମକର୍ତା ମାନଙ୍କୁ ପ୍ରତିଶୃତି ଦେଇଛନ୍ତି |ନଚେତ ସଂଗଠନ ପକ୍ଷରୁ 27ତାରିଖ ଦିନ ଘଟଣା ସମ୍ପର୍କ ରେ S P ଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର କରାଯାଇଛି |