March 12, 2026

ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ଗୁମ୍ମା ବ୍ଲକ ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

IMG-20230525-WA0026
Share

ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ଗୁମ୍ମା ବ୍ଲକ ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ପାରଳାଖେମୁଣ୍ଡି:୨୫/୫(ଗରୁଡ଼ଧ୍ଵଜଚୌଧୁରୀ)ଆଦିବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ଘେରରେ ଅବସ୍ଥିତ ଗୁମ୍ମା ବ୍ଲକ କୁ ଜିଲ୍ଲାବିଜେଡି ସଭାପତି ଜଗବନ୍ଧୁ ଦାସଗସ୍ତରେଆସିବ୍ଲକରେଚାଲିଥିବା ଓଡ଼ିଶା ସରକାରଙ୍କ ଦ୍ଵାରା ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରଅର୍ଥ
ସଠିକଭାବେବିନିଯୋଗ କରାଯାଉଛି କି ନାହିଁ ।ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।ଏପରିକି ଆସନ୍ତା ମାସରେ ଗୁମ୍ମା ବ୍ଲକର ପ୍ରତ୍ୟେକ ପଞ୍ଚାୟତ କୁ ଗସ୍ତ କରି ଅଞ୍ଚଳ ବାସୀ ମାନଙ୍କ ସମସ୍ତ ପ୍ରକାର ସମସ୍ୟା ଗୁଡିକ ବୁଝିବି ବୋଲି ସାମ୍ବାଦିକ ମାନଙ୍କୁ କହିଥିଲେ।ସଭାପତି ଶ୍ରୀ ଜଗବନ୍ଧୁ ଦାସ ଙ୍କ ଗସ୍ତ ରେ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଜିଲ୍ଲା ପରିଷଦ ସଭ୍ୟା ରେଣୁକା ପାତ୍ର, ସାଂସଦ ପ୍ରତିନିଧି ବିମଳ କୁମାର ଦଳେଇ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ/ ସଭ୍ୟା ମାନେ ଉପସ୍ଥିତ ଥିଲେ।