April 26, 2025

କାଶ୍ମୀରରେ ହିନ୍ଦୁ ମାନଙ୍କୁ ବର୍ବରତାର ସହିତ ହତ୍ୟା କରାଯାଇଥିବାରୁ ପୁରୀ ମୋର୍ଣିଂ ୱର୍ରିଅର୍ସ କ୍ଲବ ତରଫରୁ ମହମବତୀ ଶୋଭାଯାତ୍ରା।

Share

 

ମୋର୍ଣିଂ ୱାରୀୟର୍ସ ସଭାପତି ବିକ୍ରମ ରାୟ, ସମ୍ପାଦକ ସୁନିଲ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା । ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବ ର ସମସ୍ତ ସଦସ୍ୟ ଜୟନ୍ତ ଦାସ,ବୁବୁ ସାହୁ ,ଦିଲୀପ ଜେନା,ପ୍ରମୋଦ ପ୍ରଧାନ,ରଞ୍ଜିତ ସାହୁ ,ଏବଂ ଅନ୍ୟମାନେ ଉପସ୍ଥିତ ରହି ପାକିସ୍ତାନ ର ପତାକା ପୋଡ଼ା ଯାଇଥିଲା । ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବଂ ମାନ୍ୟବର ଗୃହ ମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଥିଲା ଯେ ସର୍ଜିକାଲ ଷ୍ଟ୍ରାଇକ କରାଯାଉ ଏବଂ ଆତଙ୍କବାଦି ଙ୍କୁ ନିପାତ କରାଯାଉ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed