ଋଷିକୂଲ୍ୟା ନଦୀ ସୁରକ୍ଷା ପାଇଁ ପିପଳପଙ୍କା ରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ମାର୍ଚ୍ଚ ୧୬ ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନିଆ ସଚେତନତା ପଦଯାତ୍ରା ଅନୁଷ୍ଠିତ ହେବ ..
ଘରୋଇ କମ୍ପାନୀଙ୍କୁ ପାଣି ଯୋଗାଇବାକୁ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ପ୍ରସ୍ତାବିତ ଡ୍ୟାମକୁ ବାତିଲ ଦାବିରେ ତଥା ଅବିଚାରିତ ବାଲି ଚାଲାଣକୁ ବନ୍ଦ କରିବା ଦାବିରେ...