March 12, 2026
IMG-20230225-WA0029
Share

 

କେନ୍ଦୁଝରକାର୍ଯ୍ୟାଳୟ,୨୪ା୨(ନି.ପ୍ର): ଓଡ଼ଶିା କଫି ମିଶନରେ କେନ୍ଦୁଝର ଜିଲାକୁ ସାମିଲ କରାଯାଇଛି।

ଏବେ ରାଜ୍ୟର ୬ଟି ଜିଲାରେ କଫି ଚାଷ କରାଯିବ। ପର୍ବ

ୂ ରୁ କୋରାପଟ,କ ୁ ନ୍ଧମାଳ ଜିଲାରେ କଫି ଚାଷ ହୋଇ

ବେଶ ସଫଳତା ମିଳିବା

ପରେ ଏବଂ ଏଠାରୁ ବାହାରୁଥିବା

କଫି ବଜାରରେ ବେଶ ଆଦୃତ

ହେବା ପରେ ସରକାର କେନ୍ଦୁଝର,

ରାୟଗଡ଼ା,ଗଜପତି,କଳାହାଣ୍ଡି ଜିଲାରେ

କଫି ଚାଷ କରାଯିବ। ୨୦୨୨-୨୩

ବର୍ଷରୁ ୮ ବର୍ଷ ପାଇଁ ଏହି ଯୋଜନା

ସରକାର ହାତକୁନେଇଛନ୍। ଚଳିତ ତି

ବର୍ଷ କେନ୍ଦୁଝର ଜିଲାର ବାଂଶପାଳ

ବ୍ଲକରେ ୪ହଜାର ଏକର ଜମିରେ କଫି

ଚାଷ କରାଯିବ। ପର୍ବ

ୂ ରୁ ୨୦୦୫ରେ

ବାଂଶପାଳ ଉପର କାଇପରୁରେ

ପ୍ରିତମ କୁମାର ରାଠୋର ୧୩ ଏକର ଜମିରେ କୋରାପଟ କଫି ୁ ବୋର୍ଡରୁ ୮୦୦୦ କଫି ଚାରା ଆଣି କଫି ଚାଷ କରି

ବେଶ ସଫଳତା ପାଇଥିଲେ। ବାଂଶପାଳ ବ୍ଲକରେ ୪୯ହଜାର ହେକ୍ଟର ଜମି କଫି ଚାଷ ପାଇଁ ଅନୁକୂଳ ଥିବାରୁ

ଆଗାମୀ ଦିନରେ ଅଧିକ ରୁ ଅଧିକ ଅଞ୍ଚଳରେ କଫି ଚାଷ କରାଯିବ। ରାଜ୍ୟରେ ବର୍ତ୍ତମାନ ୧୦ ହଜାର ଏକର

ଜମିରେ କଫି ଚାଷ ହେଉଛି। ଆଗାମୀ ବର୍ଷରେ ଏହାକୁ ୧ ଲକ୍ଷ ଏକର ଜମିରେ କଫି ଚାଷ କରିବାକୁ ଲକ୍ଷ୍ୟ

ଧାର୍ଯ୍ୟ ରଖିଛନ୍। ବାଂ ତି ଶପାଳ ବ୍ଲକରେ ଜୈବିକ ପଦ୍ଧତିରେ କଫି ଚାଷ କରାଯିବ। ଏଠାକାର ପାର୍ବତ୍ୟ ଅଞ୍ଚଳରେ

ଜଳବାୟ କଫି ଚାଷ ପାଇଁ ଅନ ୁ ୁକୂଳ। ଥଣ୍ଡା ଜଳବାୟ,ଉୁ ର୍ବର ମାଟି ଏବଂ ତାପମାତ୍ରା କଫି ଚାଷ ପାଇଁ

ଅନୁକୂଳ ଅଟେ। ତେବେ ଅନୁଧ୍ୟାନ ବେଳେ ଏଠାକାର ଜଳବାୟ କଫିଚାଷ ପାଇଁ ଉପଯ ୁ କ୍ତ ୁ ବୋଲି

କଫିବୋର୍ଡ ରିପୋର୍ଟ ଦେବା ପରେ ଚଳିତ ବର୍ଷ ଠାରୁ କଫି ଚାଷ ଆରମ୍ଭ ହେବ। ବିଶେଷ କରି

ବିଶ୍ୱସ୍ତରରେ କଫିର ଚାହିଦା ରହୁଥିବାରୁ ବାଂଶପାଳ ରେ କଫି ଚାଷ କରି ସ୍ଥାନୀୟ ଆଦିବାସୀଙ୍କୁ

କର୍ମନିଯକ୍ତି ୁ ସୃଷ୍ଟି କରାଯାଇ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରାଯିବ।

(ସୋମେଶ ପରିଡ଼ା ଙ୍କ ରିପୋର୍ଟ)