ଏନସିସି ଦିବସ ପାଳନ ଅବସରରେ

ବେଗୁନିଆ ବ୍ଳକ(ଉପାନ୍ତଖବର ମାନସ ରଞ୍ଜନ କର) ବେଗୁନିଆ ପିଏମ ଶ୍ରୀ ଉଚ୍ଚବି ଦ୍ୟାଲୟରେ ଏନସିସି ଦିବସ ପାଳନ ଅବସରରେ ବେଗୁନିଆ ବଜାର ପରିକ୍ରମା କରି ସଡ଼କ ସୁରକ୍ଷା ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ ରାସ୍ତାରେ ଯାଉଥିବା ଗାଡି ଚାଳକ ମାନଙ୍କୁ ଗାଡି ଚଳାଇଲା ବେଲେ ହେଲମେଟ ପିନ୍ଧିବା ଲାଗି ସଚେତନତା କରାଇ ଥିଲେ ସଭାପତି ବେଗୁନିଆ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁ ମୁଖ୍ୟଅତିଥି ବେଗୁନିଆ ଉପ ପୋଲିସି ଅଧିକାରୀ ଉମାକାନ୍ତ ବେହେରା , ମୁଖ୍ୟ ବକ୍ତା ବିଦ୍ୟାଳୟ ପରିଚାଳନାର ଅଧ୍ୟକ୍ଷ ଶିବକୁମାର ମୁନି ସମ୍ମାନୀତ ଅତିଥି ସମ୍ବାଦିକ ମାନସ ରଞ୍ଜନ କର ଯୋଗଦେଇଥିଲେ ଏନସିସି ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ଶାନ୍ତି ଶଙ୍ଖଳାର ସହିତ ଏହାକୁ ପାଳନ କରି ପୁରସ୍କାର ବିତରଣ କରିଥିଲେ
