ଆଜିର ଖବର
*ଖବର ଆଜିର*
*ତାରିଖ ୨୪/୦୩/୨୩, ଶୁକ୍ରବାର*
*୧-ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଲା।*
*୨-ବଦଳିଲେ ରାଜ୍ୟ ବିଜେପି ସଭାପତି, ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ନୂଆ ମୁଖିଆ।*
*୩-ଓଡିଶାର ଆତିଥ୍ୟ ଅତି ଉଚ୍ଚକୋଟିର,ମୋତେ ବହୁତ ଖୁସି ଲାଗିଲା: ନବୀନଙ୍କୁ ଭେଟି ପ୍ରତିକ୍ରିୟା ରଖିଲେ ମମତା।*
*୪-ମଦ ପିଇ ଗାଡ଼ି ଚଳାଇଲେ ତ୍ରାହି ନାହିଁ , ସିଧା ଜେଲ୍ ଯିବେ ଡ୍ରାଇଭର, ସୂଚନା ଦେଲେ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର।*
*୫-ରାଜ୍ୟରେ ୨୮ ଯାଏ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି।*
*୬-କଟକ ସ୍ୱତନ୍ତ୍ର ପକସୋ କୋର୍ଟ:ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ।*
*୭-ରାଜ୍ୟରେ ଗତ ତିନି ବର୍ଷ ମଧ୍ୟରେ ବଜ୍ରପାତରେ ୮୮୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୫୨ଜଣ ବ୍ୟକ୍ତି ହୋଇଛନ୍ତି ଆହତ।*
*୮-ବିଜେପି ମଙ୍ଗ ଧରିବା ପରେ ମନମୋହନଙ୍କ ପ୍ରତିକ୍ରିୟା, କହିଲେ ୨୦୨୪ରେ ଆମେ ଗଢିବୁ ସରକାର।*
*୯-ବିଧାନସଭାରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା କହି ଘେରିଲେ ବିରୋଧୀ।*
*୧୦-ଭୁବନେଶ୍ୱର:ଇମ୍ରାନ ଅଲ୍ଲୀଙ୍କୁ ପ୍ରଦାନ କରାଗଲା ଶାମ୍ଭବୀ ପୁରସ୍କାର।*
*୧୧-ବୌଦ୍ଧ:ଡିଲ୍ ବେଳେ ମାଡିବସିଲା STF , ୨ ଶିକାରୀ ଗିରଫ, ବଜ୍ରକାପ୍ତା ଉଦ୍ଧାର।*
*୧୨-ଭୁବନେଶ୍ୱର:ନିଶା ବେପାରୀଙ୍କ ୮.୬୭କୋଟି ଟଙ୍କାର ସମ୍ପତ୍ତି ବାଜ୍ଯାପ୍ତ।*
*୧୩-୮୦ କୋଟିର ଦୁର୍ନୀତି ନୁହେଁ; ଅନାଦେୟ ଋଣ: କେନ୍ଦ୍ରାପଡ଼ା ୠଣ ସମବାୟ ସମିତି।*
*୧୪-ଭୁବନେଶ୍ୱର:ରୁକୁଣା ରଥଯାତ୍ରା ସମନ୍ୱୟ ବୈଠକ, ସାମିଲ ହେଲେନି ୪ନିଯୋଗ ସେବାୟତ।*
*୧୫-ଡିଜେ ଆଜେକ୍ସଙ୍କ ଡେଥ୍ ମିଷ୍ଟ୍ରି ଉପରୁ ହଟୁଛି ପରଦା: ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କ ସହ ୯୭ ସେକେଣ୍ଡ ହୋଇଥିଲେ କଥା।*
*୧୬-ଜାତୀୟ ଫସଲ ବୀମା ପୋର୍ଟାଲ ଜରିଆରେ ଡିଜିକ୍ଲେମ ବ୍ୟବସ୍ଥାର ହେଲା ଶୁଭାରମ୍ଭ।*
*୧୭-ପୁଣି ଚିନ୍ତା ବଢାଇଲା କରୋନା :ଦେଶରେ ଦିନକରେ ୧୩୦୦ ସଂକ୍ରମିତ ଚିହ୍ନଟ।୮ଟି ରାଜ୍ୟକୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ।*
*୧୮-ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ୍ ସହ ବେଲ୍।*
*୧୯-ଆଜି ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ, ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ।*
*୨୦-ତରଳୁଛି ଗ୍ଲାସିୟର ବରଫ, ଶୁଖିଯିବ ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ, ଚିନ୍ତା ବଢ଼ାଇଲା ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଚେତାବନୀ।*
. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*