May 14, 2026

ରାସ୍ଥା କାମ କୁ ନେଇ ଦୁଇଗ୍ରାମ ବାସି ଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ 

IMG-20250223-WA0042
Share

 

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗରକପୁର ଗ୍ରାମପଞ୍ଚାୟତ ର କାଁହୁ ଗୁଡା ଓ ବାଲିଗୁଡା ଗ୍ରାମ ବାସି ଙ୍କ ମଧ୍ୟରେରାସ୍ତା କାମ କୁ ନେଇ ଖଣ୍ଡ ଯୁଦ୍ଧ ହୋଇଯାଇଛି ଏଥିରେ ବାଲିଗୁଡା ର ପ୍ରାୟ 15ଜଣ ଆହତ ହୋଇ କାଶୀପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକତ୍ସା ଚାଲିଥିବା ବେଳେ ତିନି ଜଣ ଗୁରତ୍ୱର ଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରଣ କରାଯାଇଛିଗୁରୁତ୍ୱର ଆହତ ମାନଙ୍କ ମଧ୍ୟରେ ବେଲମତି ନାଇକ 13ବର୍ଷ ଶିବପ୍ରସାଦ ନାଇକ 30 ଅରୁଣ ନାଏକ 21 ଙ୍କୁ ରାୟଗଡା ମୁଖ୍ୟ ଚିକତ୍ସା ଲୟ ରେ ଚିକତ୍ସା ଧୀନ ଥିବାବେଳେ ଖୋଗେଶ୍ୱର ନାଏକ ଟଙ୍କ ଧର ନାଏକ ଇଶ୍ୱର ନାଏକ ମଦନ ନାଏକ ଦୟାନାଥ ନାଏକ ରଘୁନାଥ ନାଏକ ଶାନ୍ତି ମଣି ନାଏକ ସାମାଜି ନାଏକ ନୀଳା ବତୀ ନାଏକ ଫୁଲବତୀ ନାଏକ ପଙ୍କଜନି ନାଏକ ବିପେନ୍ଦ୍ର ନାଏକ ଘନ ନାଏକ ମହେଶ୍ୱର ନାଏକ ପ୍ରମୁଖ କାଶୀପୁର ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର ରେ ଚିକିସ୍ଥିତ ହେଉଛନ୍ତି ଘଟଣା ସ୍ଥୂଳ ରେ ପୋଲିସ ପହଂଚି ମଧ୍ୟ୍ୟ କିଛି ଆବଶ୍ୟକ ପଦକ୍ଷେପ ନେଇ ନଥିବା କଥା ଗ୍ରାମବାସୀ ଅଭିଯୋଗ କରିଥିଲେ ଗ୍ରାମ ବାସୀଙ୍କ କହିବା ଅନୁସାରେ 2022 ମହସିଆ ର ଏକ ପୁରୁଣା କାମ କୁ ନେଇ ଦୁଇ ଗାଁ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା ଚଳିତ ମାସ 22 ତାରିଖ ଦିନ ବାଲିଗୁଡା ଗ୍ରାମ ବାସି ଉକ୍ତ କାମକୁ ଆରମ୍ଭକରୁଥିବା ସମୟରେ କାଁହୁ ଗୁଡ଼ାର ପ୍ରାୟ 150 ଜଣ ଗ୍ରାମବାସୀ ଅତର୍କିତ ଭାବେ ପଥର ମାଡ଼ କରି ରକ୍ତାକ୍ତ କରେଇ ଉକ୍ତ ସ୍ଥାନକୁ ନିଜ କବଜାରେ ରଖୁ ଥିବା କଥା ଗ୍ରାମବାସୀପ୍ରକାଶ କରିଥିଲେ