October 5, 2024

ସର୍ଗିଜୁରୀ ଗ୍ରାମରେ ବାହୁଡା ଯାତ୍ରା ଅନୁଷ୍ଠିତ

Share

 

 

ପଦ୍ମପୁର : (ଉପାନ୍ତ ଖବର) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲୁହାରପାଲି ପଞ୍ଚାୟତ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମରେ ମହା ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା ଯାତ୍ରା ସମ୍ପୂର୍ଣ ହୋଇଛି l ଆଖପାଖ ଗାଁ ରୁ ହଜାର ହଜାର ସଂଖ୍ୟା ରେ ଭକ୍ତ ବାହୁଡା ଯାତ୍ରା ଦେଖିବା ପାଇଁ ଆସିଥାନ୍ତି l ଗାଁର ଗନ୍ତିଆ ଙ୍କ ଦ୍ଵାରା ଛେରା ପହରା ହୋଇ ମହାପ୍ରଭୁ ଙ୍କୁ ରଥରୋଢ କରି ରଥ ଟାଣନ୍ତି l ଭଗବାନ ଙ୍କ ନାମ ସଂକ୍ରିତନ୍ୟ ଗାଇ ଭକ୍ତ ଓ ଶ୍ରଦ୍ଧାଳୁ ଖୁସି ହୋଇଥିଲେ l କୀର୍ତ୍ତନ୍ୟ ଦଳ, ସଂପ୍ରଦା ଦଳ, ମିନବଜାର, ଦୋଳି କାର୍ଯ୍ୟକ୍ରମ ହୋଇଥିଲା l

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)