March 8, 2026

ହିର୍ଲିପାଲି ରୁ ବାଗବାହାଲ ଆର୍ଡି ରାସ୍ତା ନିର୍ମାଣ ପାଇଁ ସର୍ଭେ କାମ ଚାଲିଲା

IMG-20250622-WA0074
Share

 

ଅତାବିରା ବ୍ଲକ ଅଧିନ ହିର୍ଲିପାଲି ପଂଚାୟତର ହିର୍ଲିପାଲିରୁ ବାଘବାହାଲ ପର୍ଯ୍ୟନ୍ତ ମାଟି ରାସ୍ତା ଅତି ଶୋଚନୀୟ ହୋଇପଡିଥିଲା ବର୍ଷା ଋତୁରେ ଲୋକେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ |ଏହି ରାସ୍ତା ନିର୍ମାଣ ପାଇଁ ସମିତିସଭ୍ୟ ବିଦ୍ୟାଧର ପ୍ରଧାନ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଫଳରେ ଏହି ରାସ୍ତା ନିର୍ମାଣ କରିବା ପାଇଁ ଆଜି ରବିବାର ଅପରାହ୍ନ ୪ଟାରେ ଆରଡି ବିଭାଗର କର୍ମଚାରୀମାନେ ଜେଇ ଯଦୁମଣି କିଶାନ ଓ ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ ଓ ଗ୍ରାମବାସୀକଂ ଉପସ୍ତିତିରେ ସର୍ଭେ କାମ ଚାଲିଥିଲା |ରାସ୍ତା ନିର୍ମାଣ ହେବା କଥା ଜାଣି ଗ୍ରାମବାସୀ ବହୁତ ଖୁସି ଅନୁଭବ କରୁଥିବା ଜଣାପଡିଛି |