ଆଜିର ଖବର…
ମାଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ,୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ।
୨-ଆଜି ସ୍ନାନଯାତ୍ରା ,ମହାପ୍ରଭୁଙ୍କୁ ଅପେକ୍ଷା କରି ରହିଛି ସ୍ନାନବେଦୀ: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଭକ୍ତଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।
୩-ଦୈନିକ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୪-ପୁଣି ଗଣତି ହେବ ଝାରସୁଗୁଡ଼ାର ୧୩ଟି ବୁଥର ଇଭିଏମ୍: ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ କମିଶନ।
୫-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ,୨୬ରୁ ୨୮ମଧ୍ୟରେ ଲଘୁଚାପ ସମ୍ଭାବନା, ପ୍ରଭାବରେ ଓଡ଼ିଶାରେ ବଢିବ ବର୍ଷାର ପରିମାଣ।
୬-୨୦୩୬ରେ ଓଡ଼ିଶାକୁ ପୂରିବ ଶହେ ବର୍ଷ: ୨୦୩୬ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା, ଆଉ ୩ ବର୍ଷ ବଢ଼ାଇଲେ ମୋହନ ସରକାର।
୭-ସୁବର୍ଣ୍ଣପୁର, ଖଣ୍ଡହତା ସର୍କଲ :ଲାଞ୍ଚ ନେଇ ଧରାପଡିଲେ ଆରଆଇ ଓ ଏଆରଆଇ
୮-ବାଲେଶ୍ୱର ବସ୍ତାରେ ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିବା ଘଟଣା । ଖାଦ୍ୟ ନିରାପତା ବିଭାଗ ଟିମ ପହଂଚି ଖାଦ୍ୟ ସାମଗ୍ରୀର କଲା ଯାଂଚ।
୯-ଯୋଗ ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟମ୍ ସେଣ୍ଟର।
୧୦-ବସ୍ ଛାଡିବା ସମୟକୁ ନେଇ ବାରିପଦା ବସଷ୍ଟାଣ୍ଡରେ ହଣାକଟା । ୧୦ରୁ ଅଧିକ ଆହାତ।
୧୧-ପସିସି ସଭାପତିଙ୍କୁ କାଳି ମାଡ଼,୨୦ରୁ ଅଧିକ ଯୁବକ କଂଗ୍ରେସ ଭବନରେ ପଶି କଲେ କାଳି ମାଡ଼.