March 8, 2026

ବର୍ଷିୟାନ ରାଜନେତା, ପୂର୍ବତନ ମନ୍ତ୍ରୀ ଡ଼ା. ଦାମୋଦର ରାଉତଙ୍କ ବିୟୋଗରେ ଶୋକ…

rabi
Share

 

ବ୍ରହ୍ମପୁର,ଓଡ଼ିଶାର ବର୍ଷିୟାନ ରାଜନେତା, ପୂର୍ବତନ ମନ୍ତ୍ରୀ ଡ଼ା. ଦାମୋଦର ରାଉତଙ୍କ ବିୟୋଗରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟ ରାଜନୀତିରେ ଜଣେ ବିଚକ୍ଷଣ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି ତାଙ୍କ ସହ ସମ୍ପର୍କ 1977 ମସିହାରୁ ରହିଥିଲା ଜଣେ ଜନନେତା ଭାବେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ରଥ କହିଛନ୍ତି ସ୍ବର୍ଗତ ରାଉତଙ୍କ ସମସ୍ତ ବିଭାଗ ବିଷୟରେ ବିଚକ୍ଷଣ ଜ୍ଞାନ ରହିଥିଲା ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଶ୍ରୀ ରଥ ସମବେଦନା ଜଣାଇଛନ୍ତି

ରବି ରଥ
ବରିଷ୍ଠ ସାମ୍ବାଦିକ