ବିଶ୍ଵ ଶାନ୍ତି ମହାଯଜ୍ଞକ..
ବୋଲଗଡବ୍ଲକ (ଉପାନ୍ତ ଖବର ମାନସ ରଞ୍ଜନ କର) ମାଣିବନ୍ଧ ପଞ୍ଚାୟତ ବଡ ନୂଆପଲ୍ଲୀ ଓ ବାଙ୍କ ପଳ୍ମୀ ଗ୍ରାମରେ ଦଧୀବାମନଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ର ପ୍ରଥମ ଦିବସରେ ବର୍ତ୍ତୀମାନେ ବୈଦ୍ୟଶ୍ଵର ମହାନଦୀରୁ କୁମ୍ଭ ବୁଡାଇ ତୀର୍ଥଜଳଆଣୀ କଳସ ଯାତ୍ରା କରି ଯଜ୍ଞମଣ୍ଡପ କୁଆସିଥୀଲେ ମୁଖ୍ୟପୂଜକ ଭାବରେ ପ୍ରସନ୍ନ କୁମାର ସାମନ୍ତରାୟ,ପ୍ରସାନ୍ତ କୁମାର ସାମନ୍ତରା ବର୍ତ୍ତା କର୍ତ୍ତି ସାରଦା ପ୍ରସାଦ ବିଧାର,ଅନ୍ନପୂର୍ଣ୍ଣା ବିଧାର କମିଟିର ସଭାପତିମାଧବ ଚନ୍ଦ୍ର ବରାଳ, ସରପଞ୍ଚ ସୁନନ୍ଦା ବିଧାର ଉପଦେଷ୍ଟା ଭାବରେ ଚିନ୍ତାମଣି ବରାଳ, କୁଳମଣି ବରାଳ, ଗଣେଶ୍ଵର ବଡଜେନା, ନୀରଞ୍ଜନ ବେହେରା, ନାଲୁମୁଦୁଳି,ପବିତ୍ର ବରାଳ,ଧନେଶ୍ଵର ବରାଳ, ବିପିନ ବରାଳ, ନୀଳମଣି ପ୍ରଧାନ, ଗଣେଶ୍ଵର ବଳବନ୍ତରାୟ,କରୁଣାକର ବରାଡ, ଦଣ୍ଡପାଣୀ ବରାଡ, ସୁଦର୍ଶନ ବରାଳ, ଗୋରା ଚାନ୍ଦ ଶତ୍ରୁଶଳ,ମାନସ ବିଧାର, ନାଲୁମୁଦୁଲି, ଚିନ୍ତାମଣି ବରାଳ, ବୈକୁଣ୍ଠରାଉତରା ଓ ସଂପାଦକ ଦିବାକର ବିଧାରଙ୍କ ସହିତସମସ୍ଥ ଗ୍ରାମବାସୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ ପାଳନ କରିଥିଲେ
