ଚ଼ତୁର୍ଥ ବାର୍ଷିକ ବନ୍ଧୁ ମିଳନ ସମାରୋହ

IMG-20260122-WA0104
Share

 

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ମା ବର ମୂଳେଇ ଙ୍କ ପୀଠରେ ବେଗୁନିଆ ବ୍ଳକ ୨୦୨୦ ବ୍ୟାଚକୃଷକ ସାଥୀ ଓ କୃଷି ପରିବାରର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଅଛି ରାଜ୍ୟ ସ୍ତରୀୟ ସମ୍ମାନ ପାଇଥିବା ଜଣେ ସଫଳ ଚାଷୀ ପବନଭୂଜ ବଳ ଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏହି ସମାରୋହରେ ଅବସରପ୍ରାପ୍ତ କୃଷିଅଧୀକାରୀ,ମତ୍ସ ବିଭାଗ ଅଧୀକାରୀ, ବର୍ତ୍ତମାନର ପ୍ରାଣୀସମ୍ପଦ ବିଭାଗ ଅଧୀକାରୀଙ୍କ ସହ କୃଷି ପରିବାର ର ସମସ୍ତ କୃଷକ ସାଥୀ, ସଫଳ ଚାଷୀ, ମହିଲାା ସ୍ଵୟଂସହାୟିକା ଗୋଷ୍ଠୀ ଙ୍କ ସହପ୍ରମୋସନ ପାଇଥିବା ୪ ଜଣ କୃଷୀ ଓଭରସିୟର, ଖୋରଧା ଜିଲ୍ଲାର ଜାତୀୟ ସ୍ତରରେ ପୁରସ୍କୃତ ବାଲିଅନ୍ତା ବ୍ଳକର ସୁଦର୍ଶନ ବେହେରା ନୀଜର ଅଭିଙ୍ଗତା ବର୍ଣ୍ଣନା କରିଥିଲେ ଓଭରସିୟରପ୍ରଦୀପ କୁମାର ପ୍ରଧାନ,ଇସାନ ନାୟକ,ମାନୀନୀ ଦଳେଇ, ସୋନାଳୀ ସବନମ ଓ ଚାଷୀ ସୁଦର୍ଶନ ବେହେରା ଙ୍କୁ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଓ ଶେଷରେ ରଘୁନାଥ ସାହୁ ଧନ୍ୟବାଦ ଦେଇ ଥିଲେ ସମସ୍ତେ ପ୍ରସାଦ ସେବନ କରିଥିଲେ କାର୍ଯ୍ୟକ୍ରମରେ କୃଷକ ସାଥୀ ଦାସରଥୀ ନରେନ୍ଦ୍ର ଙ୍କ ସହ ସମସ୍ତ କୃଷକ ସାଥୀ ସହଯୋଗ କରିଥିଲେ

You may have missed