March 12, 2026

ଜଗତସିଂହପୁର ବନ ଭିଭାଗ ରେଞ୍ଜର ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

IMG-20251221-WA0005
Share

 

 

ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତ ରାୟ ଙ୍କ ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସ ଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକା ସାଙ୍ଗରେ 4ଟି ସ୍ଥାନରେ କଟକ ଓ ଜଗତସିଂହପୁର ଭିଜିଲାନ୍ସ ବିଭାଗ ଏକ କାଳୀନ ଚଢ଼ାଉ ଜାରି ରହିଛି। ତେବେ ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସୁନା ଗହଣା, ଓ ନଗଦ ଟଙ୍କା ଓ ବ୍ୟାଙ୍କ ପାସ ବୁକ ଜବତ କରିଛି |

( ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)