April 20, 2025

ଉମରକୋଟ ରେ ଯୀଶୁ ଖ୍ରୀଷ୍ଟ ଙ୍କ ବଡ଼ ଦିନ ଆଗ ମନ ଆସୁଥିବା ରୁ ଗରିବ ଶ୍ରେଣୀ ବୃଦ୍ଧାଙ୍କୁ କମଳ ବସ୍ତ୍ର ବଣ୍ଟନ………….

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଚତୁର୍ଥ ପବିତ୍ର ବଡ଼ଦିନ ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ଅବସରରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦଶରାପଦା ସାହିର ଶ୍ରୀମତୀ ଦିଦି ନୟମି ରାଉତ, ଶ୍ରୀ ଧନସିଂ ରାଉତ ବଡ଼ ଝିଅ ମଧୁସୂମିତା ରାଉତ,ଙ୍କ ନିଜ ବାସଗୃହ ସ୍ଥିତରେ ଆଜି ପରିବାର ସହିତ ପ୍ରଭୁ ଯୀଶୁଙ୍କ ଆଗମନ ଜନ୍ମ ଦିନ ଆସୁଥିବା ସର୍ତ୍ତେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ନିଜ ପଢ଼ଶି ସାହି ବାସିନ୍ଦା ଲୋକଙ୍କୁ ସ୍ୱାଗତ ଯୋଗ୍ୟତା କରି କାର୍ଯ୍ୟକ୍ରମ ଆୟୋଜନ ଆରମ୍ବ କରିଥିଲେ ପ୍ରଥମେ ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବଡ଼ ଦିନ ଆଗମନ ଆସୁଥିବାରୁ ନିଜ ବାର୍ତ୍ତା ଜଣେଇ ପ୍ରାର୍ଥନା କରି କିଛି ସମୟ ପରେ ନିରୀହ ଗରିବ ଶ୍ରେଣୀ ବୃଦ୍ଧା ବୃଦ୍ଧି ଲୋକଙ୍କୁ ଭୋଜନ ଖାଇବା ବ୍ୟବସ୍ଥା ସହିତ କମଳ ବସ୍ତ୍ର ବାଣ୍ଟି ଶ୍ରୀମତୀ ଦିଦି ନିଜ ମନକୁ ଆନନ୍ଦିତ ମନେ କରିଥିଲେ ଏହି ଆୟୋଜନ ରେ ଯୋଗ ଦେଇଥିଲେ ଜି.ଏଲ.ସି ଚର୍ଚ୍ଚର ପ୍ରାଚିନଂ ମୋହନ ନାୟକ ଫିରଜ ଖରା ଏବଂ ରଞ୍ଜନ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।