June 29, 2024

ସୀମାନ୍ତ ରେ ଉଦଘାଟନ ହେଲା କୃଷକ ପରାମର୍ଶ କେନ୍ଦ୍ର

Share

ସୀମାନ୍ତ ରେ ଉଦଘାଟନ ହେଲା କୃଷକ ପରାମର୍ଶ କେନ୍ଦ୍ର

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସୀମାନ୍ତରେ ଥିବା ଚାନ୍ଦିଲି ଗ୍ରାମରେ କୃଷକ ପରାମର୍ଶ କେନ୍ଦ୍ର ଉଦଘାଟନ ହୋଇଯାଇଛି I ଚାଷୀଙ୍କ ସମାସ୍ୟ କହିଲେ ନ ସରେ. ସାର କିଣିବା ସମୟ ରେ ହେଉ କିମ୍ବା ଧାନ ବିକ୍ରି କରିବା ସମୟ ରେ. ଚାଷୀ ହେଉଛନ୍ତି ଅନ୍ନ ଦାତା. ଆର୍ଥିକ ସ୍ଥିତି ର ମେରୁ ଦଣ୍ଡ କିନ୍ତୁ ସେମାନଙ୍କ ସମାସ୍ୟା ସମାଧାନ ହୋଇ ପାରୁ ନାହିଁ. ତେଣୁ ଆଜିର ଉଦଘାଟନ କାର୍ଯ୍ୟକ୍ରମ ରେ ନେତା ନା ସରକାରି ବାବୁ କାହାରିକୁ ଖବର ଦିଆ ଯାଇ ନ ଥିବା ଜଣାଯାଇଛି. ନିର୍ଦେଶକ ଶ୍ରୀ ରମା ବିଶୋଇ. ରାଜ ମୋହନ ଭଣ୍ଡାରୀ. ମନୋଜ ବ୍ରହ୍ମା,ବାଲକୃଷ୍ଣ ମାଝୀ ଙ୍କ ସମେତ ଅଞ୍ଚଳର ଚାଷୀ ମାନେ ଉପସ୍ଥିତ ଥିବାର ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I