ବିଧାୟକ ପ୍ରାର୍ଥୀ ପାଇଁ ଦରଖାସ୍ତ ଦେଲେ ପ୍ରଫୁଲ ଭତରା.

WhatsApp Image 2023-10-21 at 2.22.39 PM
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥ ପାଇଁ ଦରଖାସ୍ତ ଦେଇଛନ୍ତି ଶ୍ରୀ ପ୍ରଫୁଲ ଭତରା. ଆଜି ଶ୍ରୀ ଭତରା ନଗର କଂଗ୍ରେସ କମିଟି ସଭାପତି ଶ୍ରୀ ସିଦ୍ଧାର୍ଥ ତ୍ରିପାଠୀ ଏବଂ ବ୍ଲକ କଂଗ୍ରେସ କମିଟର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କୁ କାର୍ଯାଳୟ ରେ ସାକ୍ଷତ କରି ଦରଖାସ୍ତ ଦେଇ ଥିବା ଜଣା ଯାଇଛି. ଅନ୍ୟ ମାନଙ୍କ ମଧ୍ୟ ରେ ପୂର୍ବତନ କାଉନ ସିଲର ଶ୍ରୀ ଦେବୀ ପ୍ରସାଦ ନାୟକ. କୃଷକ ସେଲ ସଭାପତି. ରଙ୍ଗ ନାଥ ହୋତା. ଯୁବ କଂଗ୍ରେସ ନେତା କାଳୀ କୃଷ୍ଣ ହୋତା.ଙ୍କ ସମେତ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ. ଏଥି ପୂର୍ବରୁ ପୂର୍ବତନ ବ୍ଲକ ଅଧକ୍ଷା ଶ୍ରୀମତି ପାର୍ବତୀ ନାୟକ ମଧ୍ୟ ବିଧାୟକ ପ୍ରାଥୀନି ପାଇଁ ଦରଖାସ୍ତ ଦେଇ ଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା.