March 10, 2026

ପଞ୍ଚାୟତ ମହାବିଦ୍ୟାଳୟରେ “ଆଜିମ୍ ପ୍ରେମଜି” ଛାତ୍ରୀବୃତ୍ତ ସଚେତନତା କାର୍ଯ୍ୟକ୍ରମ

IMG-20250821-WA0120
Share

 

 

ବରଗଡ ,ସୁରେନ୍ଦ୍ର କଠାର

 

ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟରେ

“ଆଜିମ ପ୍ରେମ୍ ଜି”ଛାତ୍ରୀବୃତ୍ତ ସମ୍ପର୍କିତ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ

ଅଧ୍ୟକ୍ଷ ଡ଼. ନକୁଳ ସେଠଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପଦାର୍ଥ ବିଜ୍ଞାନ

ବିଭାଗର ଅଧ୍ୟାପିକା ପଙ୍କଜିନୀ ରାୟ ଛାତ୍ରୀମାନଙ୍କୁ ଏହି ଛାତ୍ରୀବୃତ୍ତର ଆବେଦନ

ପ୍ରକ୍ରିୟା, ନିୟମାବଳୀ ତଥା ମାର୍ଗଦର୍ଶିକା ସମ୍ପର୍କରେ ଅବଗତ କରାଇଥିଲେ| ଓଡ଼ିଆ

ଅଧ୍ୟାପିକା ଛନ୍ଦାରାଣୀ ବେସନ ଏହି ଛାତ୍ରୀବୃତ୍ତି ପାଇଁ ଆବେଦନ କରିବାକୁ

ପରାମର୍ଶ ଓ ଉତ୍ସାହ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାତ୍ତ୍ୱିକ ଛାତ୍ରୀ

ଉପସ୍ଥିତ ରହି ଛାତ୍ରୀ ବୃତ୍ତ ସମ୍ପର୍କରେ ଅନେକ ବିଷୟ ଜାଣି ଆନନ୍ଦିତ

ହୋଇଥିଲେ |