October 5, 2024
Share

 

୧-ଭୁବନେଶ୍ଵର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅଫ ମାର୍କ,କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଶୀର୍ଷରେ।

 

୨-ସ୍କୁଲରେ ଯୋଗଶିକ୍ଷା ବାଧ୍ୟତାମୂଳକ: ପ୍ରାର୍ଥନା ପରେ ୧୦ ମିନିଟ କରିବେ ଯୋଗ ବା ପ୍ରାଣାୟମ।

 

୩-ଏଣିକି ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ , ପୃଷ୍ଟିକର ଖାଦ୍ୟ ଖାଇବେ ପିଲା।

 

୪-ଶଙ୍ଖ ଭବନ ପ୍ରସଙ୍ଗ: ତଦନ୍ତ ହେବ କହିଲେ ରାଜସ୍ୱ ମନ୍ତ୍ରୀ, ଅଭିଯୋଗ ଭିତ୍ତିହୀନ କହିଲା ବିଜେଡି।

 

୫-ରାଜ୍ୟରେ ଲଗାଣ ବର୍ଷାରେ ସ୍ଥିତି ବେହାଲ; ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି।

 

୬-ବିଭିନ୍ନ ସମସ୍ୟା ପ୍ରତିବାଦରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା ଜାରି।

 

୭-ଭୁବନେଶ୍ଵର: ବଦଳିଲା କ୍ରୀଡ଼ା ପୁରସ୍କାର ନାଁ,ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ରାଜ୍ୟ କ୍ରୀଡ଼ା ପୁରସ୍କାର।

 

୮-ବିଧାନସଭା ଅଧିବେଶନ ପାଇଁ ବିଜେଡିର ରଣନୀତି: ଦରବୃଦ୍ଧି, ରଥଯାତ୍ରା ପରିଚାଳନା, ଆଇନଶୃଙ୍ଖଳା, ଏଏସଓଙ୍କୁ ମାଡ ଘଟଣା ଓ ବାଲେଶ୍ବର ହିଂସା ନେଇ ସରକାରଙ୍କୁ ଘେରିବ ଦଳ।

 

୯-ଦିନକ ପରେ ଶ୍ରାବଣ ସୋମବାର , କାଉଡ଼ିଆଙ୍କ ପାଇଁ ମନ୍ଦିରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା।

 

୧୦-କୁକୁର ଓ ବିଲେଇଙ୍କ ପାଇଁ ହେବ ଶବ ସତ୍କାର କେନ୍ଦ୍ର: ସ୍ୱାସ୍ଥ୍ୟ ଓ ପରିମଳକୁ ବିଏମ୍‌ସିର ଗୁରୁତ୍ୱ।

 

୧୧-ଦକ୍ଷିଣ ଓଡିଶାରେ ବନ୍ୟା ସ୍ଥିତି: ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି, ରାସ୍ତା-ମେଡିକାଲରେ ପାଣି ଆଉ ପାଣି।

 

୧୨-ନବୀନଙ୍କ ପାଇଁ ବିଜେଡିରେ ନୂଆ ପଦ: ନିଜ କାନ୍ଧକୁ ନେଲେ ଦିଲ୍ଲୀ ଦାୟିତ୍ବ, ସୃଷ୍ଟି କଲେ ସଂସଦୀୟ ଦଳର ଅଧ୍ୟକ୍ଷ ପଦ।

 

୧୩-ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ।

 

୧୪-ବଲାଙ୍ଗୀର ଜିଲ୍ଲା ବେଲପଡା:ଭାରସାମ୍ୟ ହରାଇ ବାଇକ୍-ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା : ଜଣେ ମୃତ ,୨ ଗୁରୁତର

 

୧୫-କୋରାପୁଟ:୨୬ନଂ ଜାତୀୟ ରାଜପଥରେ ଜଳିଗଲା କାର,ସର୍ଟ ସର୍କିଟ ଘଟି ନିଆଁ ଲାଗିଥିବା ସଂନ୍ଦେହ।

 

୧୬-କନ୍ଧମାଳ:୨ଟି ବାଘଛାଲ ଜବତ,୫ ଶୀକାରି ଗିରଫ।

 

୧୭-ସୋର:୫ ଆନ୍ତଃରାଜ୍ୟ ଡକାୟତ ଗିରଫ, ଦୁଇଟି ଲୁଟ୍ ଘଟଣାରେ ଥିଲେ ସମ୍ପୃକ୍ତ।

 

୧୮-SBIରେ ପୂରଣ ହେବ ଅଫିସର୍ ପଦବୀ; ୧୦ ହଜାରରୁ ଅଧିକ ପଦବୀ ପାଇଁ ଚାଲିଛି ଆବେଦନ

 

୧୯-ପ୍ରକାଶ ପାଇଲା ନିଟ୍‌-ୟୁଜି ପରୀକ୍ଷା ଫଳ,ଏନଟିଏ ଓ୍ବେବସାଇଟ nta.ac.in ରେ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ ହୋଇଛି।

 

୨୦-ଷ୍ଟାରଲିଙ୍କ ସହ ମିଶି ଦୌଡିବ ବିଏସଏନଏଲ୍! ଟେନସନରେ ଜିଓ, ଏୟାରଟେଲ୍।

 

୨୧-ଆସାମର ତିନସୁକିଆ ଜିଲ୍ଲାର ଡିରାକରେ ମିଳିଲା ଗ୍ୟାସର ନୂଆ ଭଣ୍ଡାର

 

*🙏 ସୁପ୍ରଭାତ 🙏*