ଖବର ଆଜିର
ତାରିଖ ୨୧/୦୧/୨୦୨୩ ଶନିବାର ।
ନୂଆ ରୂପରେ ଝଲସିବ ଡାକୋଟା, ମାର୍ଚ୍ଚ ୫ରୁ ଆତ୍ମପ୍ରକାଶ କରିବ ବିଜୁଙ୍କ ପ୍ରିୟ ବିମାନ ।
୭ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକ ବ୍ରଜକିଶୋର ପ୍ରଧାନ।
ବିଭାଜିତ ଦୁନିଆ ପାଇଁ ପିଏମ ମୋଦୀଙ୍କ ନେତୃତ୍ୱ ଜରୁରୀ, ୱାର୍ଲଡ ଇକୋନମିକ୍ ଫୋରମ ଅଧ୍ୟକ୍ଷଙ୍କ ବଡ଼ ବୟାନ ।
ବ୍ରାଣ୍ଡସ୍ ଅଫ ଓଡିଶା, ପ୍ରାଇଡ ଅଫ ଇଣ୍ଡିଆର ଷଷ୍ଠ ସଂସ୍କରଣ । ଭିଡିଓ ବାର୍ତା ଦେଇ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିଷ ଓଗାଳିଲେ ନବାବ୍ ଶରିଫ୍, କହିଲେ ପାକିସ୍ତାନରେ ସଂକଟ ପାଇଁ ୨ ପୂର୍ବ ଅଧିକାରୀ ଦାୟି, ଇମ୍ରାନ୍ଙ୍କୁ ଟାର୍ଗେଟ୍ ।
ହକି ବିଶ୍ବକପ: ଅଷ୍ଟ୍ରେଲିଆ ବିଜୟୀ, ହାରିଲା ଦକ୍ଷିଣ ଆଫ୍ରିକା ।
ଆର୍ଜେଣ୍ଟିନା- ଫ୍ରାନ୍ସ ମ୍ୟାଚ୍ ଡ୍ର ।
ରିଲାଏନ୍ସ ଜିଓର ତୃତୀୟ ତ୍ରୟମାସ ନେଟ ଲାଭ ୨୮.୩ ପ୍ରତିଶତ ବୃଦ୍ଧି ସହ ୪୬୩୮ କୋଟି ଟଙ୍କା
ଇସ୍ତଫା ଦେବାର ପ୍ରଶ୍ନ ଉଠୁନି: ମୁହଁ ଖୋଲିଲେ ସୁନାମି ଆସିବ’-ବ୍ରିଜଭୁଷଣ ସିଂ ।
ବିମାନରେ ପରିସ୍ରା କରିବା ଘଟଣା: ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଜୋରିମାନା, ପାଇଲଟଙ୍କ ଲାଇସେନ୍ସ ସସପେଣ୍ଡ ।
ରୋଜଗାର ମେଳା: ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି।
ରାହୁଲ ଗାନ୍ଧିଙ୍କୁ ସେନା ପୋଷାକରେ ବ୍ୟକ୍ତିଙ୍କ ସାଲମ୍, ଫଟୋ ଭାଇରାଲ୍ ପରେ ବଢୁଛି ଆକ୍ରୋଶ ।
ଡାକ୍ତର ଶୁଭଶ୍ରୀ ମୃତ୍ୟୁ ମାମଲା, ପୁରୁଷ ବନ୍ଧୁଙ୍କ ବିରୋଧରେ ଏତଲା ଦେଲେ ବାପା ।
ଓଡ଼ିଆ ସମେତ ୧୩ଟି ଭାଷାରେ ହେବ SSC ପରୀକ୍ଷା: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ।
କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗର ହେବ ତଦନ୍ତ, ମେରି କୋମଙ୍କ ନେତୃତ୍ଵରେ ଗଠନ ହେଲା ସାତଜଣିଆ କମିଟି ।
ମିରଟ କୋର୍ଟଙ୍କ ଐତିହାସିକ ରାୟ, ଏସିଡ୍ ଆଟାକ୍ ୪ ଅଭିଯୁକ୍ତଙ୍କୁ ୧୪ବର୍ଷ କାରଦଣ୍ଡ, ପୀଡ଼ିତାଙ୍କୁ ମିଳିଲା ନ୍ୟାୟ ।
ଯୋଶୀମଠରେ ପ୍ରବଳ ବରଫପାତ, ବଢ଼ିଲା ସଙ୍କଟ।
ସୁପ୍ରଭାତ ,ଶୁଭ ସକାଳ ।