March 10, 2026

ମହୁଲପାଲି ପଂଚାୟତରେ ରକ୍ତଦାନ ଶିବିର 

IMG-20250920-WA0111
Share

 

 

ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ମହୁଲପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ୭୫ତମ ଜନ୍ମଦିନ ତଥା ଦେଶ ବ୍ୟାପି ସେବାପକ୍ଷ ପାଳନ ଉପଲକ୍ଷେ ଭେଡେନ ବ୍ଲକ ପପଂଗା ମଣ୍ଡଳ ଅତାବିରା ନିର୍ବାଚନ ମଣ୍ଡଳୀ ର ବି. ଜେ. ପି.କର୍ମକର୍ତ୍ତା ମାନଙ୍କ ପ୍ରତକ୍ଷ୍ୟ ତତ୍ବବଧାନରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି,ଏହି ଶିବିରକୁ ଭେଡେନ ବ୍ଲକ ବି. ଡ଼ି. ଓ. ଶ୍ରୀଯୁକ୍ତ କର୍ଣ୍ଣ ସୁନା, ମୁଖ୍ୟ ଅତିଥି ଭାବରେ ଉତଘାଟନ କରିଥିଲେ,ଏହି ଶିବିର କୁ ମଣ୍ଡଳ ସଭାପତି ଧନେଶ୍ୱର ପାଢ଼ୀ, ମହୁଲପାଲି ସରପଞ୍ଚ ବିଜନ କର୍ମୀ, ନୀଳାମ୍ବର ମଲିକ,ଆରତୀ ବାଗ, କ୍ରିଷ୍ଣା ପଟେଲ, ପ୍ରଦୀପ ସେନ, ଜପ ସେଠ, ସୁଦାମ ପଧାନ,ରାଜୀବ ଲୋଚନ ଦାସ, ବିନୋଦ ଖମାରି ସମସ୍ତ ବି. ଜେ. ପି. କର୍ମକର୍ତ୍ତା ସହଯୋଗ କରିଥିଲେ,ସୁରେନ୍ଦ୍ର କଠାରକଂ ରିପୋର୍ଟ