September 19, 2026

ଡାଇରିଆ ପ୍ରବଣ ଜିଲ୍ଲାରେ ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି

IMG-20250620-WA0001
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ଡାଇରିଆ ଡର ଭିତରେ ଓଡ଼ିଶାରେ କାଲି ଖୋଲିବ ସ୍କୁଲ। ଡାଇରିଆ ପ୍ରବଣ ଜିଲ୍ଲା ଗୁଡ଼ିକ ପାଇଁ ରାଜ୍ୟ ସରକାର ନେଇଛନ୍ତି ସ୍ବତନ୍ତ୍ର ନିଷ୍ପତ୍ତି। ସ୍ଥିତି ଦେଖି ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେବେ ସଂପୃକ୍ତ ଜିଲ୍ଲାପାଳ। ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ୍ ବନ୍ଦ ରଖିପାରିବେ ବୋଲି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି।