May 20, 2025

କୋରାପୁଟ ମ୍ୟୁନିସିପାଲଟି ର କାଉନସିଲର ମାନେ ସ୍ତାଇ ଏକ୍ଜିକ୍ୟୁଟିଭ ଅଫିସର ନିଯୁକ୍ତି ପାଇଁ

Share

କୋରାପୁଟ ୧୯/୫/୨୦୨୫ କୋରାପୁଟ ମ୍ୟୁନିସିପାଲଟି ର କାଉନସିଲର ମାନେ ସ୍ତାଇ ଏକ୍ଜିକ୍ୟୁଟିଭ ଅଫିସର ନିଯୁକ୍ତି ପାଇଁ ପ୍ରତିବାଦ କରି କୋରାପୁଟ ପୌର।ପାଲିକା କାର୍ଯ୍ୟାଳୟ ର ମୁଖ୍ୟ ଫାଟକ କୁ ଦିନ ପ୍ରାୟ ୧୨.୩୦ ସମୟରେ ବନ୍ଦ କରି ପ୍ରତିବାଦ କରିଥିଲେ (ଗୁପ୍ତେଶ୍ୱର ରଥ)