April 20, 2025
Share

 

୧-ଜେଇଇ ମେନ୍ ୨୦୨୫: ଓମ୍ ପ୍ରକାଶ ବେହେରା ଶତ ପ୍ରତିଶତ ପରସେଣ୍ଟାଇଲ ରଖି ଶ୍ରେଷ୍ଠ ୨୪ ତାଲିକାରେ ସାମିଲ। ରାଜ୍ୟସ୍ତରୀୟ ଟପ୍ପର ତାଲିକାରେ ନବନୀତ ପ୍ରିୟଦର୍ଶୀ।

 

୨-ଭୁବନେଶ୍ବର:ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ।

 

୩-ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ,ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ।

 

୪-ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ, ୫ ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି: ଆଇନ ଓ ପୂର୍ତ୍ତମନ୍ତ୍ରୀ।

 

୫-ଆସନ୍ତା ୨୪ରେ, ବାଦ ଥିବା ୧ ଲକ୍ଷ ୭୦ ହଜାର ମହିଳା ଏକା ଥରକେ ଦୁଇଟି କିସ୍ତି ସୁଭଦ୍ରା ଯୋଜନା ଟଙ୍କା ପାଇବେ।

 

୬-ଜେଇଇ ମେନରେ କିସ୍‍ର ୧୨ ଛାତ୍ରଛାତ୍ରୀଙ୍କ ସଫଳତା, ଡକ୍ଟର ଅଚ୍ୟୁତ ସାମନ୍ତ ଜଣାଇଲେ ଶୁଭେଚ୍ଛା।

 

୭-୨୧ରେ ମହାପ୍ରଭୁଙ୍କ ପଇତା ଲାଗି,ଓ ୨୩ରେ ବନକ ଲାଗି, ଶ୍ରୀମନ୍ଦିରରେ ରହିବ ଦର୍ଶନ କଟକଣା।

 

୮-ଗିରଫ ହେଲେ ନବଦାସଙ୍କ ଘନିଷ୍ଠ ସହଯୋଗୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଗୋବିନ୍ଦ ସିଂଘାଣିଆ।

 

୯-ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଦୁଇ ପୃଥକ ପୃଥକ ସ୍ଥାନରୁ ୨ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

 

୧୦-ସୌରଜିତଙ୍କୁ ସବୁ ସାରିଦେଲା ଅନଲାଇନ୍ ଗେମ୍; ଚାଲିଗଲା ୫ ଲକ୍ଷରୁ ଅଧିକ ଟଙ୍କା।ବିଶେଷଜ୍ଞ କହିଛନ୍ତି, ଅନଲାଇନ ଗେମରେ ଆସିବ କମ୍, ଯିବ ଅଧିକ, ତେଣୁ ସାବଧାନ।

 

୧୧-ଜାମ୍ବୁଗୁଡା ଗାଁକୁ ନଥିଲା ରାସ୍ତା, ବାହାଘର ପାଇଁ ନିଜ ଖର୍ଚ୍ଚରେ ରାସ୍ତା ତିଆରି କଲେ ରାୟଗଡାର ଯୁବକ।

 

୧୨-ସମ୍ବଲପୁର:ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁ , ନେଉଥିଲେ ୬ ହଜାର ଟଙ୍କା ଲାଞ୍ଚ।

 

୧୩-ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀର ହେବ ଆଉ ଏକ ବାଟାଲିୟନ, ସୃଷ୍ଟି ହେବ ୧୦୪୦ ନୂଆ ପଦବୀ।

 

୧୪-ରାୟଗଡ଼ାରେ ଚାଞ୍ଚଲ୍ୟ, ୬ଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ,ଘଟଣାର ତଦନ୍ତ ଚାଲିଛି

 

୧୫-ଜୟପୁର:ଆଭେସ୍ ଙ୍କ ଘାତକ ବୋଲିଂ,୨ ରନ୍ ରେ ଜିତିଲା ଲକ୍ଷ୍ନୌ।

 

୧୬-ଅହମଦାବାଦ: ବଟଲରଙ୍କ ୯୭*,ଦିଲ୍ଲୀକୁ ହରାଇ ଶୀର୍ଷରେ ଗୁଜରାଟ।

 

୧୭-କେନ୍ଦ୍ରକୁ ଯିବେ ୩ ଆଇପିଏସ: ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ କ୍ୟାବିନେଟ ସେକ୍ରେଟାରିଏଟ୍‌‌ରେ ଯୋଗଦେବେ।

 

୧୮-ଓ୍ୱାଶିଂଟନ:MIT ପାନଥିଅନ ଗ୍ଲୋବାଲ ରାକିଂ, ତାଲିକାରେ ଦ୍ରୈ।ପଦୀ ମୁର୍ମୁ ,ପ୍ରତିଭା ରାୟ ଓ ମାନସୀ ପ୍ରଧାନ।

 

୧୯-ଆୟୁଷ୍ମାନରେ ସଫ୍ଟୱେର ଇସ୍ୟୁ, ଓଟିପି ଜେନେରେଟ୍‌‌ ଟାଇମ ଆଉଟ ସମୟ ୧୦ ମିନିଟକୁ କମିଛି।

 

୨୦-ଦିଲ୍ଲୀର ମୁସ୍ତାଫାବାଦରେ କୋଠା ଭୁଷୁଡିବା ମାମଲା: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି।

 

୨୧-ମସ୍କୋ:ପୁଟିନଙ୍କ ସାମୟିକ ଯୁଦ୍ଧ ବିରତି ଘୋଷଣା, ସତର୍କ ରହିବାକୁ ସେନାକୁ ନିର୍ଦେଶ।

 

୨୨-ଷ୍ଟୁଡେଣ୍ଟସ ଭିସାକୁ ଟ୍ରମ୍ପ ଛାଟ, ଭାରତୀୟ ଛାତ୍ରଛାତ୍ରୀ ଛାନିଆ,୫ ଶହ ଭାରତୀୟଙ୍କ ଷ୍ଟୁଡେଣ୍ଟସ ଭିସା ରଦ୍ଦ।

 

*🙏 ସୁପ୍ରଭାତ 🙏*