November 22, 2024
Share

୧-ମହିଳା ମତଦାନ ବୃଦ୍ଧି ପାଇଁ ପ୍ରତି ଜିଲ୍ଲାରେ ସଖି ବୁଥ୍, ମହିଳାଙ୍କ ପାଇଁ , ମହିଳାଙ୍କ ଦ୍ବାରା ପରିଚାଳିତ ହେବ।

୨-ଦିଲ୍ଲୀରେ ଝୁଲୁଛି ଓଡ଼ିଶା ରାଜନୀତିର ଭାଗ୍ୟ ! BJPର ମାନସ ମନ୍ଥନ, ହଟୁନି ମେଣ୍ଟ ସସପେନ୍ସ।

୩-ଭୁବନେଶ୍ୱର: ଝାରପଡ଼ା ଜେଲରେ ଗ୍ୟାଙ୍ଗଓ୍ବାର, ବିବାଦର କାରଣ ନିଶା କାରବାର।

୪-ଫଗୁ ଦଶମୀରୁ ଦୋଳଯାତ୍ରାର ଉତ୍ସାହରେ ଝୁମିଉଠେ ଓଡ଼ିଶାର ପୁରପଲ୍ଲୀ, ବାଣ୍ଟେ ସ୍ନେହ-ପ୍ରେମ, ପାରମ୍ପରିକ ଭାବକୁ ବିସ୍ତାର କରେ।

୫-ବିଜୁଳି, ଘଡଘଡି ସହ ବର୍ଷା ନେଇ ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।

୬-ସାତକୋଶିଆରେ ଠାବ ହେଲା କଳା ବାଘ ଓ ଦୁଇ ଯାଆଁଳା ଶାବକ।

୭-ଜି.ଉଦୟଗିରି:ଯାତ୍ରୀବାହୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଡ୍ରାଇଭରଙ୍କ ସହ ଦୁଇ ଗୁରୁତର।

୮-କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ।

୯-ଚିନ୍ତା ବଢାଉଛି ଚାଉଳିଆ ପୋକ । ମୁଗ ବିରି ଚାଷରେ ରୋଗ ପୋକ ଲାଗି ଏକର ଏକର ଫସଲ ନଷ୍ଟ । କାମ ଦେଉନି କୀଟନାଶକ।

୧୦-ରେଶମ ସହରରେ ମିଳୁଛି ଅପମିଶ୍ରିତ ମସଲା, ରେଡ୍‌ ବେଳେ ପୋଲିସକୁ ମିଳିଲା ବଡ଼ ସଫଳତା।

୧୧-ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି, ଜଟଣୀରେ ଜମୁଛି ରଙ୍ଗ କିଣାବିକାର ଆସର।

୧୨-ଭୁବନେଶ୍ୱର:୫ ଶହ ସମର୍ଥକ ଥିଲେ ବିଚାରକୁ ନିଆଯିବ ପ୍ରାର୍ଥୀତ୍ବ; ପିସିସି ସଭାପତି।

୧୩-ବ୍ରହ୍ମପୁର:୧୦୦ ଜଣିଆ ସାଇବର ଠକଙ୍କ କାରନାମା: IPO ବିକ୍ରି ନାଆଁରେ ନେଇଗଲେ ୨୦ ଲକ୍ଷ।

୧୪-ଭାରତ ବିଶ୍ଵର ତୃତୀୟ ପ୍ରଦୁଷିତ ରାଷ୍ଟ୍ର, ଦିଲ୍ଲୀ ସବୁଠାରୁ ପ୍ରଦୁଷିତ ରାଜଧାନୀ।

୧୫-ଆଇପିଏସ୍ ଅଧିକାରୀ ସଞ୍ଜୟ ମୁଖାର୍ଜୀ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ।

୧୬-ଜେଏମଏମ ଛାଡି ବିଜେପିରେ ମିଶିଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ।

୧୭-ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର, ୪ ନକ୍ସଲ ନିହତ।

୧୮-ସୁପ୍ରିମକୋର୍ଟରେ ନାଗରିକତା ସଂଶୋଧନ ଆଇନ – ୩ ସପ୍ତାହ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ।

୧୯-ଭାରତ ସହ ବିବାଦ ପଡ଼ିଲା ମହଙ୍ଗା, ଗୋଟିଏ ମାସରେ କାନାଡ଼ାର ୮୦୦ କମ୍ପାନୀ ଦେବାଳିଆ।

୨୦-ଭ୍ଲାଦିମିର ପୁଟିନଙ୍କ ବିପୁଳ ବିଜୟ: ଲଗାତର ପଞ୍ଚମ ଥର ହେଲେ ରୁଷିଆ ରାଷ୍ଟ୍ରପତି।

. 🙏 ସୁପ୍ରଭାତ 🙏